ବରିପୁଟ ଷ୍ଟୋନ ଟ୍ରାଜେଡି: ଜଣଙ୍କର ମୃତଦେହ ଉଦ୍ଧାର

କୋରାପୁଟ: ବରିପୁଟରୁ ଉଦ୍ଧାର ହେଲା ଜଣଙ୍କର ମୃତଦେହ। ଦୁର୍ଘଟଣାର ଦୁଇ ସପ୍ତାହ ପରେ ଆଜି ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ଅଗ୍ନିଶମ, ଓଡ଼୍ରାଫ୍, ଏନ୍‌ଡିଆରଏଫ୍ ଏବଂ ଭାରତୀୟ ସେନାର ମିଳିତ ଅପରେସନ ପରେ ବିରାଟକାୟ ପଥରଖଣ୍ଡ ଭିତରେ ଚାପି ହୋଇରହିଥିବା ଜେସିବିରୁ ଉଦ୍ଧାର ହେଲା ମୃତଦେହ। ମୃତଦେହଟି ଗଳିତ ଅବସ୍ଥାରେ ରହିଛି ।

ମୃତଦେହ ଚିହ୍ନଟ ହୋଇଥିବା ସୂଚନା ମିଳିଛି।  ଘଟଣା ସ୍ଥଳକୁ ମହାପ୍ରୟାଣ ଗାଡ଼ି ପଠାଯାଇଛି।

ଅନ୍ୟ ଜଣେ ଜେସିବି ଅପରେଟରଙ୍କୁ ଉଦ୍ଧାର ପାଇଁ ଜାରି ରହିଛି ଅପରେସନ୍।

You might also like
Comments
Loading...