କର୍ଣ୍ଣାଟକ ମନ୍ତ୍ରିମଣ୍ଡଳ ଗଠନ ନେଇ ଛିଡ଼ିଲା ଅଙ୍କ

ବେଙ୍ଗାଲୁରୁ: କର୍ଣ୍ଣାଟକ ମନ୍ତ୍ରିମଣ୍ଡଳ ଗଠନ ନେଇ ଛିଡିଲା ଅଙ୍କ। ଆଜି ମନ୍ତ୍ରିମଣ୍ଡଳ ସଂପ୍ରସାରଣ ହେବ।  ମନ୍ତ୍ରିମଣ୍ଡଳରେ ଜେଡିଏସର ୯ ଜଣ ବିଧାୟକ ସାମିଲ ହେବେ। କଂଗ୍ରେସ ଓ ଜେଡିଏସର ୩୨ ଜଣ ମନ୍ତ୍ରୀ ଆଜି ଶପଥ ନେବେ। କାହାକୁ କେଉଁ ବିଭାଗ ମିଳିବ ତାହା ଜଣାପଡିନାହିଁ। ଆଜି ଅପରାହ୍ନ ୨ଟା ବେଳେ ବିଧାନସଭାରେ ମନ୍ତ୍ରୀମାନେ ଶପଥ ଗ୍ରହଣ କରିବେ।

ମନ୍ତ୍ରିମଣ୍ଡଳ ଭାଗବଣ୍ଟାରେ କଂଗ୍ରେସର ୨୧ ବିଧାୟକ ଓ ଜେଡିଏସର ୧୧ ବିଧାୟକ ସାମିଲ ହେବେ ବୋଲି ଆଗରୁ ସ୍ଥିର କରାଯାଇଛି। କଂଗ୍ରେସ ଭାଗରେ ଉପମୁଖ୍ୟମନ୍ତ୍ରୀ, ଗୃହ, ଜଳସେଚନ, ସହରାଞ୍ଚଳ ବିକାଶ, ଶିଳ୍ପ, ସ୍ୱାସ୍ଥ୍ୟ, ରାଜସ୍ୱ, ଗ୍ରାମାଞ୍ଚଳ ବିକାଶ, କୃଷି, ମହିଳା ଓ ଶିଶୁ କଲ୍ୟାଣ ରହିବ। ସେହିଭଳି ଜେଡିଏସ୍ ଭାଗରେ ମୁଖ୍ୟମନ୍ତ୍ରୀ ପଦ ସହ ଅର୍ଥ, ସୂଚନା, ସାଧାରଣ ପ୍ରଶାସନ, ପୂର୍ତ୍ତ ବିଭାଗ, ଶକ୍ତି, ପର୍ଯ୍ୟଟନ ଓ ପରିବହନ ଇତ୍ୟାଦି ବିଭାଗ ରହିବ।

ଆହୁରି ପଢ଼ନ୍ତୁ

ଲଦାଖରେ ବଡ଼ ଧରଣର ଭୂକମ୍ପ

୧୬ ବର୍ଷର ଝିଅ ଆକାଉଣ୍ଟରେ ୧୦ କୋଟି ଟଙ୍କା !

ସାଧାରଣ ଲୋକଙ୍କୁ ଦିଆଗଲା ଋଷ ଭାକ୍ସିନ୍‌ ‘ସ୍ପୁଟନିକ ଭି’

ଏନ୍‌କାଉଣ୍ଟରରେ ଦୁଇ ଲସ୍କର ଆତଙ୍କୀ ନିହତ

Bihar Election 2020 Date:୩ଟି ପର୍ଯ୍ୟାୟରେ ହେବ ବିହାର ବିଧାନସଭା ନିର୍ବାଚନ, ଭୋଟ୍‌ ଗ୍ରହଣ ସମୟ ସୀମା ୧ ଘଣ୍ଟା ବୃଦ୍ଧି

ଅକ୍ଟୋବରରେ ହେବ ଭାରତ ପ୍ରସ୍ତୁତ ’କୋଭାକ୍ସିନ’ର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ

ଦକ୍ଷିଣ କୋରିଆ ଅଧିକାରୀଙ୍କୁ ଗୁଳି କରି ହତ୍ୟା କରିବା ପରେ ଜାଳିଦେଲେ

ସାଇକେଲ ଧରି ମନ ଖୁସିରେ ଖେଳୁଥିଲେ ପିଲା, ଏପଟେ ଛକି ବସିଥିଲା ମାଉଣ୍ଟେନ ଲାୟନ

ଭାରତରେ Harley-Davidsonର ପ୍ରଡକ୍ଟ ଓ ସେଲ୍ ବନ୍ଦ

ଗଲୱାନ ସଂଘର୍ଷରେ କେତେ ସୈନିକଙ୍କୁ ହରାଇଛି, ହିସାବ ଦେଲା ଚୀନ

୧୨ ବର୍ଷର ନାବାଳକଙ୍କ ସମେତ ୩ ଜଣଙ୍କ ଉପରେ ଚଢ଼ିଗଲା ବସ୍‌

କୃଷି ବିଲ୍‌ ବିରୋଧରେ ଚାଷୀଙ୍କ ‘ଭାରତ ବନ୍ଦ’ ଡାକରା ଆଜି

You might also like