ଜିତୁ ଜାକାସିକାଙ୍କୁ ସମାଲୋଚନା
ରାୟଗଡା : ଥେରୁବାଲି ଇମ୍ଫା ଆଗରେ ଆନ୍ଦୋଳନ ଓ ଅଶାନ୍ତି ପ୍ରସଙ୍ଗରେ ଆନ୍ଦୋଳନର ନେତୃତ୍ୱ ନେଉଥିବା ଜିତୁ ଜାକାସିକାଙ୍କୁ ସମାଲୋଚନା।
ଆହୁରି ପଢ଼ନ୍ତୁ
ନିୟମଗିରି ସୁରକ୍ଷା ମଞ୍ଚ ସଭାପତି ସିକକା ଲୋଦ କହିଛନ୍ତି, ଆଦିବାସୀଙ୍କୁ ନ୍ୟାୟ ନାଁରେ ରାଜନୀତି କରୁଛନ୍ତି ଜିତୁ। ସେ ନିୟମଗିରି ଆଦିବାସୀଙ୍କ ପାଇଁ ନୁହେଁ, ବରଂ ନିଜ ସ୍ୱାର୍ଥ ପାଇଁ ଆନ୍ଦୋଳନ କରୁଛନ୍ତି। ଜିତୁ ପ୍ରକୃତ ଡଙ୍ଗରିଆ କନ୍ଧ ନୁହଁନ୍ତି ବୋଲି କହିଛନ୍ତି ସିକକା ଲୋଦ।