ଜାଇକା ପ୍ରକଳ୍ପ ପାଇଁ ଖୋଳାଯାଇଥିବା ଗାତରେ ୨ ଶ୍ରମିକ ଶ୍ୱାସରୁଦ୍ଧ

କଟକ: ଶ୍ୱାସରୁଦ୍ଧ ହୋଇ ୨ ଶ୍ରମିକ ଆହତ ହୋଇଥିବା ଅଭିଯୋଗ ହୋଇଛି। କଟକ କାଳୀଗଳି ନିକଟରେ ଜାଇକା ପ୍ରକଳ୍ପ ପାଇଁ ଖୋଳାଯାଇଥିବା ଗାତରେ ପଶି କାମ କରୁଥିବାବେଳେ ସଂଗ୍ରାମ ନାୟକ ଓ ରାଜେଶ ଇସ୍କୁ ଶ୍ୱାସରୁଦ୍ଧ ହୋଇପଡିଥିଲେ।

ଉଭୟଙ୍କୁ ଉଦ୍ଧାର କରାଯାଇ ପ୍ରଥମେ କଟକ ସିଟି ହସ୍ପିଟାଲ ଏବଂ ପରେ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା

You might also like