ଆଜି ରାତିରେ ଦର୍ଶକ ଏହି ଷ୍ଟାଡ଼ିୟମ୍‌ରେ ମାଗଣା ଆଇପିଏଲ୍‌ ମ୍ୟାଚ୍‌ ଦେଖିବା ସହ ବିଭିନ୍ନ ପୁରସ୍କାର ମଧ୍ୟ ଜିତିପାରିବେ

ଭୁବନେଶ୍ୱର: ରାଜଧାନୀ କ୍ରିକେଟ ପ୍ରେମୀଙ୍କ ପାଇଁ ଖୁସି ଖବର। ଆଜି ରାତିରେ ଖେଳାଯିବାକୁ ଥିବା ଚେନ୍ନାଇ ସୁପର କିଙ୍ଗସ୍‌ ଓ ସନ୍‌ରାଇଜର୍ସ ହାଇଦ୍ରାବାଦ ପ୍ଲେ-ଅଫ ମ୍ୟାଚ୍‌ ବଡ ସ୍କ୍ରିନରେ ଦେଖି ଷ୍ଟାଡ଼ିୟମର ମଜା ନେଇ ପାରିବେ ଦର୍ଶକ।

କିଟ୍ ଷ୍ଟାଡ଼ିୟମରେ ବିସିସିଆଇ ଆଇପିଏଲ ପକ୍ଷରୁ ଏହି ଫ୍ୟାନ୍‌ପାର୍କ ଆୟୋଜନ କରାଯାଇଛି।  ମାଗଣାରେ ଦର୍ଶକମାନେ ଏଠାରେ ବସି ମ୍ୟାଚ୍‌ ଦେଖିବା ସହ ବିଭିନ୍ନ ପୁରସ୍କାର ପାଇ ପାରିବେ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ଆଇପିଏଲ ଫ୍ୟାନ୍‌ପାର୍କ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ପ୍ରଥମ ପ୍ଲେ ଅଫ୍ ମ୍ୟାଚରେ ସନ୍‌ରାଇଜର୍ସ ହାଇଦ୍ରାବାଦ ଓ ଚେନ୍ନାଇ ସୁପର କିଙ୍ଗସ୍‌ ମୁହାଁମୁହିଁ ହେବେ । ସନ୍ଧ୍ୟା ୭ଟାରେ ୱାଙ୍ଖଡେ ଷ୍ଟାଡିୟମ୍‌ରେ ଏହି ମ୍ୟାଚ ଖେଳାଯିବ ଓ ବିଜୟୀ ଟିମ୍ ସିଧାସଳଖ ଫାଇନାଲକୁ ପ୍ରବେଶ କରିବ।

ଆହୁରି ପଢ଼ନ୍ତୁ

ଦିନକରେ ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱରରୁ ୩୨୬ କରୋନା ପଜିଟିଭ ଚିହ୍ନଟ, ୨୫୬ ଲୋକାଲ କଣ୍ଟାକ୍ଟ

ଆମ୍ବୁଲାନ୍ସ ଧକ୍କାରେ ଚାଲିଗଲା ୩ ଜୀବନ

ଓଡ଼ିଶାର ଏଇ ପ୍ରମୁଖ ସହର ୨ ଦିନ ସଟଡାଉନ୍

ଦୈନିକ ସାଢେ ୪ ଘଣ୍ଟା ହେବ ଗୃହ କାର୍ଯ୍ୟ

‘ବିଜ୍ଞପ୍ତି ପ୍ରକାଶ ପାଇବା ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ମନେପଡ଼େ ନିର୍ବାଚନ ମଣ୍ଡଳୀ କଥା’

ଉପନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ତିର୍ତ୍ତୋଲବାସୀଙ୍କୁ ସରକାରଙ୍କ ଭେଟି

ଭୁବନେଶ୍ୱରରେ ଚୋରା ବନ୍ଧୁକ ଡିଲ୍‌ର ପର୍ଦ୍ଦାଫାସ

ଦିନକରେ ଓଡ଼ିଶାରେ ଆଖି ବୁଜିଲେ ୧୫ କରୋନା ଆକ୍ରାନ୍ତ

୨୪ ଘଣ୍ଟାରେ ୪,୨୦୮ ପଜିଟିଭ୍‌ ଚିହ୍ନଟ, ଓଡ଼ିଶାରେ ୨ ଲକ୍ଷ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

୧,୭୦୯ ଜଣ ପୋଲିସ୍ କର୍ମଚାରୀଙ୍କୁ ଦିଆଯିବ ‘ଆନ୍ତରିକ ସୁରକ୍ଷା ସେବା ପଦକ’

ଆଜିଠୁ ଏହି ଜିଲ୍ଲାରେ ୧୫ଦିନ ଯାଏ ରାସ୍ତାକଡ଼ ଫାଷ୍ଟଫୁଡ୍‌ ଦୋକାନ ବନ୍ଦ

You might also like