IPL ବେଟିଂ ବେଳେ ପୋଲିସର ଚଢ଼ାଉ; ଲକ୍ଷାଧିକ ଟଙ୍କା, ମୋବାଇଲ ଜବତ

ରାଉରକେଲା: ରାଉରକେଲାରେ ଧରାପଡ଼ିଲା ସଟ୍ଟା କାରବାର। IPL ବେଟିଂ ବେଳେ ପୋଲିସର ଚଢ଼ାଉ। ଗତକାଲି ରାତିରେ ରାଉରକେଲା ପ୍ଲାଣ୍ଟ୍ ସାଇଟ୍ ପୋଲିସ ୩ ଜଣଙ୍କୁ  ଗିରଫ କରିଛି।

ତେବେ ଘଟଣାସ୍ଥଳରୁ ଆଉ ୯ ଜଣ ଖସି ପଳାଇଛନ୍ତି। ପୋଲିସ ଘଟଣାସ୍ଥଳରୁ ୯ ଲକ୍ଷ ଟଙ୍କା, ୩୩ ମୋବାଇଲ, ୩ ଲାପ୍ଟପ୍ ଜବତ କରିଛି। ସେହିଭଳି ସିସିଟିଭି DVR ସହ ବେଟିଂ ସମ୍ପର୍କିତ କାଗଜପତ୍ର ଜବତ କରିଛି ପୋଲିସ।

You might also like