INX ମିଡିଆ ଲାଞ୍ଚ ମାମଲା : ପୁଅ କାର୍ତ୍ତି ପରେ ଅଡୁଆରେ ବାପା ପି.ଚିଦାମ୍ବରମ୍

ନୂଆ ଦିଲ୍ଲୀ :  INX ମିଡିଆ ଲାଞ୍ଚ କାରବାରରେ ପୂର୍ବତନ ଅର୍ଥମନ୍ତ୍ରୀ ପି.ଚିଦାମ୍ବରମଙ୍କୁ ଜେରା କରାଯାଇପାରେ। କେତେକ ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ପି. ଚିଦାମ୍ବରମଙ୍କୁ ସିବିଆଇ ମୁଖ୍ୟାଳୟକୁ ସମନ କରାଯିବ ଓ ଏ ମାମଲାରେ ତାଙ୍କୁ ପଚରା ଉଚରା କରାଯିବ। ତେବେ INX ଲାଞ୍ଚ ମାମଲାର ଏତଲାରେ ପି.ଚିଦାମ୍ବରମଙ୍କ ନାଁ ନାହିଁ। କିନ୍ତୁ ଯେଉଁ ସମୟରେ ଲାଞ୍ଚ କାରବାର ହୋଇଥିଲା, ସେହି ସମୟରେ ପି.ଚିଦାମ୍ବରମ୍ କେନ୍ଦ୍ର ଅର୍ଥମନ୍ତ୍ରୀ ଥିଲେ ଏବଂ  INXକୁ ବେଆଇନ ଭାବେ FDI ଅନୁମତି ଦେବାରେ ତାଙ୍କର କିଛି ଭୂମିକା ଥିଲା କି ନାହିଁ, ସେ ସଂପର୍କରେ ସିବିଆଇ ପି.ଚିଦାମ୍ବରମଙ୍କୁ ଜେରା କରିବ।

ଗତକାଲି ପି.ଚିଦାମ୍ବରମଙ୍କ ପୁଅ କାର୍ତ୍ତି ଚିଦାମ୍ବରମଙ୍କୁ ରିମାଣ୍ଡରେ ନେଇଛି। ସିବିଆଇ ଅଭିଯୋଗ ଅନୁସାରେ ବାପା ପି.ଚିଦାମ୍ବରମ କେନ୍ଦ୍ର ଅର୍ଥମନ୍ତ୍ରୀ ଥିବାବେଳେ କାର୍ତ୍ତି ନିଜ ପ୍ରଭାବ ବିସ୍ତାର କରି INX ମିଡିଆକୁ ୩ ଶହ କୋଟି ଟଙ୍କାର ବିଦେଶୀ ପୁଂଜି ସଂଗ୍ରହରେ ସହଯୋଗ କରିଥିଲେ। ଏଥିପାଇଁ କାର୍ତ୍ତିଙ୍କ କମ୍ପାନି ୧୦ ଲକ୍ଷ ଟଙ୍କା ଲାଞ୍ଚ ନେଇଥିବା ଏତଲାରେ ଦର୍ଶାଇଛି ସିବିଆଇ।

ଆହୁରି ପଢ଼ନ୍ତୁ

କୃଷି ବିଲ୍‌କୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ

ରବି କିଶନଙ୍କୁ ମିଳୁଛି କି ହତ୍ୟା ଧମକ ?

ଜେଡିୟୁରେ ମିଶିଲେ ବିହାରର ପୂର୍ବତନ ଡିଜିପି

ଆଜି ଦିନକରେ ଯେତିକି ଆକ୍ରାନ୍ତ ଚିହ୍ନଟ ହେଲେ ତା’ଠୁ ଅଧିକ ସୁସ୍ଥ ହେଲେ

ନୀତୀଶଙ୍କ ଦଳରେ ମିଶିବେ ପୂର୍ବତନ ବିହାର ଡିଜିପି ଗୁପ୍ତେଶ୍ୱର ପାଣ୍ଡେ

କରୋନାର ଭୟଙ୍କର ପ୍ରଭାବ ବିଷୟରେ କ’ଣ କହିଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ?

‘କୃଷକ ଆତ୍ମନିର୍ଭର ଭାରତର ଆଧାର’

ଭାରତରେ ନାଁ ବଦଳାଇ ଲୋକପ୍ରିୟ ହେଉଛନ୍ତି ଚାଇନିଜ୍ ଆପ୍‌

ଜିଓକୁ ପଛରେ ପକାଇଲା ଏୟାର୍‌ଟେଲ୍‌

ମିରଟରେ ନିର୍ଭୟା ଘଟଣାର ପୁନରାବୃତ୍ତି: ଚଳନ୍ତା ବସ୍‌ରେ ମହିଳାଙ୍କୁ ଗଣଦୁଷ୍କର୍ମ

ଅକ୍ସିଜେନ୍‌ ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ନିଷ୍ପତ୍ତି

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଯଶୱନ୍ତ ସିଂଙ୍କ ପରଲୋକ

You might also like