ପୁଣି ଥରେ ଅସୁସ୍ଥ ହୋଇପଡ଼ିଲେ ଇନ୍ଦ୍ରାଣୀ ମୁଖାର୍ଜୀ

ମୁମ୍ବାଇ : ପୁଣି ଥରେ ଅସୁସ୍ଥ ହୋଇପଡ଼ିଛନ୍ତି ଆଇନକ୍ସ ମିଡିଆର ପୂର୍ବତନ ଅଧ୍ୟକ୍ଷା ଇନ୍ଦ୍ରାଣି ମୁଖାର୍ଜି। ଛାତିରେ ଯନ୍ତ୍ରଣା ଅନୂଭବ କରିବା ଯୋଗୁଁ ତାଙ୍କୁ ମୁମ୍ବାଇ ସ୍ଥିତ ଜେଜେ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ମିଳିଥିବା ସୂଚନା ମୁତାବକ ଗତକାଲି ରାତିରେ ହଠାତ୍ ଛାତି ଯନ୍ତ୍ରଣା ଯୋଗୁଁ ଇନ୍ଦ୍ରାଣୀଙ୍କୁ ହସ୍ପିଟାଲ୍‌କୁ ଅଣାଯାଇଥିଲା। ମେଡିକାଲରେ ସମସ୍ତ ପ୍ରକାର ଚିକିତ୍ସା ପରେ ଏବେ ସେ ସୁସ୍ଥ ଥିବା କହିଛନ୍ତି ହସ୍ପିଟାଲ କର୍ତ୍ତୃପକ୍ଷ।

ତେବେ ଆଗାମୀ ଦିନେ କିମ୍ବା ଦୁଇ ଦିନ ଯାଏ ସେ ହସ୍ପିଟାଲରେ ରହିବେ ବୋଲି ଜେଜେ ହସ୍ପିଟାଲ ଡିନ୍ କହିଛନ୍ତି। ନିଜ ଝିଅ ସୀନା ବୋରାଙ୍କ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଅଛନ୍ତି ଇନ୍ଦ୍ରାଣୀ । ଏନେଇ ଗତ ୨୦୧୫ରୁ ଜେଲ୍‌ରେ ଅଛନ୍ତି ସେ।

ଆହୁରି ପଢ଼ନ୍ତୁ

ହର୍ଡ ଇମ୍ୟୁନିଟିଠୁ ବହୁ ଦୂରରେ ଭାରତ: ହର୍ଷବର୍ଦ୍ଧନ

NCB ରାଡାର୍‌ରେ ବଲିଉଡର୍ ୨୦ରୁ ଅଧିକ ଆଗଧାଡ଼ିର କଳାକାର

ଜେପି ନଡ୍ଡାଙ୍କୁ ଭେଟିଲେ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା

ପତ୍ନୀଙ୍କୁ ନିର୍ଦ୍ଦୟ ଭାବେ ପିଟିଲେ ପୋଲିସ ଡିଜି, ଭିଡିଓ ଭାଇରାଲ

EPFO Recruitment 2020: ଖାଲି ପଡ଼ିଥିବା ଏହି ପଦବୀ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

ବଡ ଧରଣର ବିସ୍ଫୋରଣରୁ ଯବାନଙ୍କ ଜୀବନ ବଞ୍ଚାଇଲା ‘ସୋଫିଆ’

ଆକାଶରେ ଉଡୁଥିବାବେଳେ ହଠାତ୍‌ ବିମାନର ଇଞ୍ଜିନ୍‌ ବନ୍ଦ ହୋଇଗଲା; ରତନ ଟାଟା ବଞ୍ଚାଇଲେ ସମସ୍ତଙ୍କ ଜୀବନ

କୃଷି ବିଲକୁ ବିରୋଧ ଜାରି, ଇଣ୍ଡିଆ ଗେଟ୍ ସମ୍ମୁଖରେ ଟ୍ରାକ୍ଟର ପୋଡ଼ିଦେଲେ ଆନ୍ଦୋଳନକାରୀ

କୃଷି ବିଲ୍‌କୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ

ରବି କିଶନଙ୍କୁ ମିଳୁଛି କି ହତ୍ୟା ଧମକ ?

ଜେଡିୟୁରେ ମିଶିଲେ ବିହାରର ପୂର୍ବତନ ଡିଜିପି

ଆଜି ଦିନକରେ ଯେତିକି ଆକ୍ରାନ୍ତ ଚିହ୍ନଟ ହେଲେ ତା’ଠୁ ଅଧିକ ସୁସ୍ଥ ହେଲେ

You might also like