୫ଜଣଙ୍କୁ ହତ୍ୟା ଧମକ ଦେଲେ ମାଓବାଦୀ

କୋରାପୁଟ: ପୋଷ୍ଟର ଜରିଆରେ ୫ ଜଣଙ୍କୁ ମାଓବାଦୀମାନେ ହତ୍ୟା ଧମକ ଦେଇଛନ୍ତି। ଏଭଳି ଧମକପୂର୍ଣ୍ଣ ପୋଷ୍ଟର ଲାଗିଛି କୋରାପୁଟ ବୈପାରୀଗୁଡ଼ା ଥାନା ଦଣ୍ଡାବାଡ଼ି ଅଞ୍ଚଳରେ। ବିକାଶ ନାଁରେ ଗାଁରେ ବିନାଶ ଚାଲିଥିବା ପୋଷ୍ଟରରେ ଉଲ୍ଲେଖ ରହିଛି। ବିକାଶ କେବଳ ସରକାରୀ ବାବୁଙ୍କର ହେଉଛି ବୋଲି ଏଥିରେ ଲେଖାଯାଇଛି। ସିପିଆଇ ମାଓବାଦୀ ମାଲକାନଗିରି, କୋରାପୁଟ ଓ ବିଶାଖାପାଟଣା ବର୍ଡର ବା MKVB କମିଟି ନାଁରେ ଏହି ପୋଷ୍ଟର ଲଗାଯାଇଛି।

ରତାଖଣ୍ଡର ଆନନ୍ଦ ନାୟକ, ଦଣ୍ଡାବାଡ଼ିର ପୁଲୋ ନାୟକ, ଲୋକିରାମ ବାରିକ, ସୁରି ବାରିକ ଏବଂ ମାଝିଗୁଡ଼ାର କୋବରାଜକିରା ନାଁରେ ପୋଷ୍ଟର ମରାଯାଇଛି। ପୋଷ୍ଟରରେ ଆନନ୍ଦ ନାୟକଙ୍କ ନାଁ ଉଲ୍ଲେଖ ଥିବା ବେଳେ ଗତ ୧୫ ତାରିଖ ଦିନ ତାଙ୍କ ଉପରକୁ ଗୁଳିମାଡ଼ ହୋଇଥିଲା ଏଭଳିସ୍ଥଳେ ଆନନ୍ଦଙ୍କ ସହ ୫ଜଣଙ୍କୁ ମୃତ୍ୟୁଦଣ୍ଡ ଧମକକୁ ପୂର୍ବ ଶତ୍ରୁତା କିମ୍ବା ମାଓବାଦୀଙ୍କ କାଣ୍ଡ ବୋଲି ସନ୍ଦେହ କରାଯାଉଛି।

ଆହୁରି ପଢ଼ନ୍ତୁ

ସ୍ୱାଭିମାନ ଅଞ୍ଚଳରେ ମୁଣ୍ଡ ଗଡ଼ାଇଲେ ମାଓବାଦୀ

ଭୁବନେଶ୍ୱରରେ ପହଞ୍ଚିଲେ ଚେଲା କୁମାର; ଜୋରଦାର ହେବ ପ୍ରଚାର

ଅପରାଧୀଙ୍କ ଚରାଭୂଇଁ ପାଲଟୁଛି କି ରାଜଧାନୀ?

ଚଳୁ କରିଦେଲେ ଲକ୍ଷାଧିକ ସବ୍‌ସିଡି ଟଙ୍କା

ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା ୨୫୨୧୯୭ରେ ପହଞ୍ଚିଲା

ରୋଗୀଣା ପତ୍ନିକୁ ଟ୍ରଲିରେ ବୋହି ଏସ୍‌ସିବି ନେବା ମାମଲାରେ ରିପୋର୍ଟ ମାଗିଲେ ରାଜ୍ୟ ମାନବାଧିକାର କମିଶନ

ଉପନିର୍ବାଚନ ମୈଦାନ୍‌ରେ କ୍ୟାମ୍ପେନ୍ ଆରମ୍ଭ କଲେଣି ହେବିୱେଟ୍ ନେତା, ମୁଖ୍ୟମନ୍ତ୍ରୀ କେବେ ?

ମରଣଯନ୍ତା ପାଲଟିଛି ମଙ୍ଗୁଳି ଛକ

ନକଲି ଟଙ୍କା ଦେଇ ଗାଡ଼ି କିଣିବା ବେଳେ ଧରିଲା ପୋଲିସ୍

ଜିଲ୍ଲାପାଳ ଅଫିସ୍ ଆସୁଥିଲେ, ଅଧାବାଟରୁ ଉଠାଇନେଲା ପୋଲିସ

ଦୁର୍ଘଟଣାର ଦିନ: ଟ୍ରକ୍ ତଳେ ଚାପି ହୋଇ ଚାଲିଗଲା ୫ ଜୀବନ, ୨୦ ଆହତ

ଖରସ୍ରୋତା ନଦୀ ପଠାରେ କୁମ୍ଭୀର, ଲୋକେ ଭୟଭୀତ

You might also like