କୋଟିପତି ହେଡ଼୍‌ମାଷ୍ଟର!

ସୁନ୍ଦରଗଡ଼: ପ୍ରଧାନ ଶିକ୍ଷକଙ୍କ ବିରୋଧରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ। ଏଭଳି ଅଭିଯୋଗ ନେଇ ସୁନ୍ଦରଗଡ଼ କୁଆଁରମୁଣ୍ଡା ବ୍ଲକ୍ ଜଳଙ୍ଗବିରା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ରାମଲାଲ ତନ୍ତିଙ୍କ ଘରେ ଭିଜିଲାନ୍ସ ଟିମ୍ ରେଡ୍ କରିଛି।

ରାଏବଗା ରୋଡ଼୍‌ରେ ଥିବା ତାଙ୍କର ଦୁଇଟି ଘର, ଶ୍ୱଶୁର ଘର ଓ  ଅଫିସରେ ଚଢାଉ କରିଛି ଭିଜିଲାନ୍ସ। ଏବେ ସୁଦ୍ଧା ପ୍ରଧାନଶିକ୍ଷକଙ୍କ ଘରୁ କୋଟିଏରୁ ଅଧିକ ଟଙ୍କାର ସମ୍ପତ୍ତି ଠାବ ହୋଇଥିବା ସୂଚନା ମିଳିଛି।

You might also like