ଗିରଫ ହେଲା ମୋଷ୍ଟ ୱାଣ୍ଟେଡ୍‌ ଅହମଦ ଲମ୍ବୁ

ଗାନ୍ଧିନଗର: ଗିରଫ ହୋଇଛି ମୋଷ୍ଟ ୱାଣ୍ଡେଡ ଆତଙ୍କବାଦୀ ଅହମ୍ମଦ ଲମ୍ବୁ। ୧୯୯୩ ମସିହାରେ ମୁମ୍ବାଇ ସିରିଏଲ ବିସ୍ଫୋରଣରେ ସମ୍ପୃକ୍ତ ଲମ୍ବୁକୁ ଗିରଫ କରିଛି ଗୁଜରାଟ ଆଣ୍ଟି ଟେରୋରିଷ୍ଟ ସ୍କ୍ୱାଡ୍। ସୂଚନା ମୁତାବକ ଗୁଜରାଟ ଏଟିଏସ୍ ନଭସାରି ଏବଂ ଭଲସାଦ ଉପକୂଳ ଅଞ୍ଚଳରୁ ଆତଙ୍କବାଦୀ ଅହମ୍ମଦ ଲମ୍ବୁକୁ ଗିରଫ କରାଯାଇଛି। ମୁମ୍ବାଇ ସିରିଏଲ୍ ବ୍ଲାଷ୍ଟ ପରେ ଫେରାର ଥିଲା ଅହମ୍ମଦ ଲମ୍ବୁ।

ସିବିଆଇ ଏବଂ ଇଣ୍ଟରପୋଲ୍ ଲମ୍ବୁ ନାଁରେ ଲୁକ୍ ଆଉଟ୍ ନୋଟିସ୍ ଜାରି କରିଥିଲେ। ଏହାସହ ଆତଙ୍କବାଦୀ ଲମ୍ବୁ ନାଁରେ ଥିଲା ୫ ଲକ୍ଷ ଟଙ୍କାର ପୁରସ୍କାର ରାଶି। ବହୁ ମାରଣାସ୍ତ୍ର ବେଆଇନ ଭାବେ ଚାଲାଣ କରିଥିବା ଅଭିଯୋଗ ମଧ୍ୟ ଲମ୍ବୁ ନାଁରେ ରହିଛିା ମାର୍ଚ୍ଚ ୧୨ ତାରିଖ ୧୯୯୩ ମସିହାରେ ମୁମ୍ବାଇର ୧୨ଟି ଜାଗାରେ ସିରିଏଲ ବ୍ଲାଷ୍ଟ ହୋଇଥିଲା।

 

ଆହୁରି ପଢ଼ନ୍ତୁ

ପ୍ଲେ’ ଷ୍ଟୋରକୁ ପୁଣି ଫେରିଲା Paytm

ଚୀନକୁ ଆଉଏକ ଝଟ୍‌କା, ଏହି ଦେଶରେ ବି ବ୍ୟାନ୍ ହେଲା TikTok

ମୋଦିଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଲେ ବିରାଟ୍, ଜବାବରେ ପ୍ରଧାନମନ୍ତ୍ରୀ କହିଲେ…

ଡ୍ରଗ୍ସ ଲିଙ୍କ୍ ମାମଲାରେ ଆଉଜଣେ ପେଡଲର୍ ଗିରଫ

ଏଣିକି କୁକୁରଙ୍କ ପାଇଁ ବ୍ଲଡ୍ ବ୍ୟାଙ୍କ୍

ମୃତ୍ୟୁ ପୂର୍ବରୁ ଶେଷଥର ପାଇଁ କାହାକୁ କଲ୍‌ କରିଥିଲେ ସୁଶାନ୍ତଙ୍କ ପୂର୍ବତନ ମ୍ୟାନେଜର ଦିଶା ?

କରୋନା ପଜିଟିଭ୍‌ କହି ପତ୍ନୀଙ୍କ ପାଖରୁ ଖସିଗଲେ, ଗର୍ଲଫ୍ରେଣ୍ଡ୍‌ଙ୍କ ସହ ଧରାପଡ଼ିଲେ

ନୂଆ କୃଷି ବିଲ୍‌‌କୁ କାହିଁକି ଡରୁଛନ୍ତି ଚାଷୀ ?

ଦେଶରେ ଦିନକରେ ୯୬ହଜାର ୪୨୪ କରୋନା ଆକ୍ରାନ୍ତ ଚିହ୍ନଟ

ୱାଶ୍‌ରୁମ୍‌ରୁ ମିଳିଲା ଜଣାଶୁଣା ଫ୍ୟାଶନ୍‌ ଡିଜାଇନର୍‌ଙ୍କ ମୃତଦେହ

ବିରୋଧ ସତ୍ତ୍ୱେ ଲୋକସଭାରେ ପାରିତ ହେଲା କୃଷି ବିଲ

ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ

You might also like