ଓଡ଼ିଶା ବାହାରେ ଓଡ଼ିଆ : ରାଜ୍ୟର ଉନ୍ନତି ପାଇଁ ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ଭେଟି ନିଜସ୍ୱ ପ୍ରସ୍ତାବ ଦେଲେ କିଛି ଓଡ଼ିଆ ବନ୍ଧୁ
ଓଡ଼ିଶାରୁ ଯାଇ ଦେଶ ତଥା ବିଦେଶରେ ସଫଳତା ପାଇଛନ୍ତି ଅନେକ ଓଡ଼ିଆ। ନିଜର କର୍ମସଂସ୍ଥାନ ସହ ସେମାନେ ବି ନିଜ ଜନ୍ମମାଟି ଓଡ଼ିଶା ପାଇଁ ଚିନ୍ତା କରନ୍ତି। ପ୍ରବାସରେ ରହି ବି ନିଜ ରାଜ୍ୟର ବିକାଶ ପାଇଁ ଉଦ୍ୟମ କରନ୍ତି। ଅନେକ ସମୟରେ ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ଭେଟି ନିଜର ଖୁସି, ଆଶା ଓ ସମସ୍ୟାର କଥା ଜଣାଇଥାନ୍ତି। ରାଜ୍ୟର ଉନ୍ନତି ପାଇଁ ନିଜସ୍ୱ ପ୍ରସ୍ତାବ ରଖିଥାନ୍ତି। ଏମିତି କିଛି ଗଞ୍ଜାମବାସୀ ମୁମ୍ବାଇରେ ଓ ଆଉ କିଛି କେନ୍ଦୁଝରବାସୀ ଦିଲ୍ଲୀରେ ବୈଜୟନ୍ତ ପଣ୍ଡାଙ୍କୁ ଭେଟି ଓଡ଼ିଶାର ଉନ୍ନତି ଦିଗରେ ପ୍ରସ୍ତାବ ଦେଇଛନ୍ତି ।
Groups of fellow Odias, achieving success all over the world, keep meeting me to discuss their dreams, frustrations back home, & ideas for developing our beloved state????
L: in Mumbai earlier this week, a group from Ganjam
R: this morning in Delhi, a group from Keonjhar pic.twitter.com/BCTCe6GqzY— Baijayant Jay Panda (@PandaJay) 28 March 2018