ଶୌଚ ପାଇଁ ଯାଇଥିବାବେଳେ ଛାତ୍ରୀଙ୍କୁ ଅପହରଣ ଅଭିଯୋଗ

କୋରାପୁଟ: ସ୍କୁଲ ଛାତ୍ରୀଙ୍କୁ ଅପହରଣ ଅଭିଯୋଗ। କୋରାପୁଟ ଦଶମନ୍ତପୁର ବ୍ଲକ ପରଜାବେଡାପଦର ସେବାଶ୍ରମ ସ୍କୁଲରେ ପଢୁଥିବା ୩ ସ୍କୁଲ ଛାତ୍ରୀଙ୍କୁ ଅପହରଣ କରଯାଇଥିବା ଅଭିଯୋଗ ହୋଇଛି।

ଅପହରଣ ହୋଇଥିବା ଛାତ୍ରୀଙ୍କ ମଧ୍ୟରେ ୨ ଜଣ ଷଷ୍ଠ ଶ୍ରେଣୀ ଏବଂ ଜଣେ ନବମ ଶ୍ରେଣୀର ଛାତ୍ରୀ ବୋଲି ସୂଚନା ମିଳିଛି। ଅନ୍ୟ ଛାତ୍ରୀଙ୍କ କହିବା ଅନୁସାରେ, ୭ ଜଣ ଛାତ୍ରୀ ଶୌଚ ପାଇଁ ଯାଇଥିବାବେଳେ କେହି ଦୁର୍ବୃତ୍ତ ସେମାନଙ୍କ ଉପରେ ଲାଇଟ ପକାଇଥିଲା।  କିଛି ଛାତ୍ରୀ ସେଠାରେ ବେହୋସ ହୋଇଯାଇଥିଲେ।  ପରେ ସେଠାରୁ ୩ ଛାତ୍ରୀ ନଥିବା ଜଣାପଡିଥିଲା।

ଛାତ୍ରୀ ଅପହରଣ ନେଇ ଦଶମନ୍ତପୁର ଥାନାରେ ଛାତ୍ରୀଙ୍କ ପରିବାର ଲୋକଙ୍କ ପକ୍ଷରୁ ମାମଲା ରୁଜୁ ହୋଇଛି।

ଆହୁରି ପଢ଼ନ୍ତୁ

ଖାଲରେ ଖସି ପଡ଼ିଲା ବାଇକ୍‌, ଚାଲିଗଲା ୪ ନାବାଳକଙ୍କ ଜୀବନ

ବୌଦ୍ଧ ଧର୍ମରେ ଦୀକ୍ଷିତ ହେଲେ କୃଷ୍ଣଚନ୍ଦ୍ର ଶଗରିଆ

ସ୍ତ୍ରୀକୁ ଥାନାକୁ ଟେକି ଟେକି ଆଣିଲେ ବୃଦ୍ଧ

କୋରାପୁଟ-ମାଲକାନଗିରି ସୀମାନ୍ତରେ ମାଓ ପୋଷ୍ଟର

କୁନ୍ଦୁଲି ପୀଡ଼ିତାଙ୍କ ପରିବାରକୁ ଭେଟିଲେ ତଦନ୍ତ କମିଶନ

ଜଲାପୁଟ ଡ୍ୟାମର ୩ଟି ଗେଟ୍‌ ବନ୍ଦ କରିଦେଲେ ଲୋକେ

ଚାରିଆଡେ କୁଆପଥରର ଘନ ଆସ୍ତରଣ, ଦେଖନ୍ତୁ ଭିଡ଼ିଓ

କୋରାପୁଟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଛାତ୍ର ଅଶାନ୍ତି ଜାରି

୩ ମାଓବାଦୀ ମୃତ, ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ

ସ୍କୁଲରେ ଛାତ୍ରଙ୍କୁ ଛାତ୍ରଙ୍କ ମାଡ ମାରିଥିବା ଅଭିଯୋଗ : ଥାନାରେ ମାମଲା ପରେ ପୋଲିସ୍‌ର ତଦନ୍ତ ଜାରି

ମାଟି ଅତଡା ଖସି ୨ଶ୍ରମିକଙ୍କ ମୃତ୍ୟୁ ଓ ଜଣେ ଗୁରୁତର

କୋରାପୁଟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ସାଇନ୍ ଡାଏ ଘୋଷଣା

You might also like