ବେଲଗାମ ତେଲ ଦର

ତେଲ ଦର ବୃଦ୍ଧିରେ ଖାଉଟି ଅଣନିଶ୍ୱାସୀ

ଭୁବନେଶ୍ୱର : ବେଲଗାମ ତେଲ ଦର । ଗତ ୧୦ ଦିନ ଧରି ଲଗାତର ଭାବେ ବଢ଼ିବାରେ ଲାଗିଛି ପେଟ୍ରୋଲ ଏବଂ ଡିଜେଲ୍ ଦର । ଅାଜି ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି ପେଟ୍ରୋଲ ଦାମ୍ ।  ମୁମ୍ବାଇରେ ୮୬ ଟଙ୍କା ପାର କରିଛି ପେଟ୍ରୋଲ ।

ଅାଜି ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା ୮୬ ଟଙ୍କା ୭୨ ପଇସା ଥିବା ବେଳେ ଡିଜେଲ୍ ଲିଟର୍ ପିଛା ୭୫ ଟଙ୍କାରେ ପହଞ୍ଚିଛି । ସେହିପରି ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ୭୯ ଟଙ୍କା ୩୧ ପଇସା ରହିଛି । ଡିଜେଲ୍ ଲିଟର୍ ପିଛା ୭୧ ଟଙ୍କା ୩୪ ପଇସାରେ ପହଞ୍ଚିଛନ୍ତି । ବଢ଼ୁଥିବା ତେଲ ଦରକୁ ନେଇ ଅସନ୍ତୋଷ ଖାଉଟି।

You might also like
Comments
Loading...