ମା’ ଭଟ୍ଟାରିକା ମନ୍ଦିରରେ ପଶିଲା ବନ୍ୟା ଜଳ

କଟକ: ମା’ ଭଟ୍ଟାରିକାଙ୍କ ପୀଠରେ ପାଣି। କଟକ ଜିଲ୍ଲା ନରସିଂହପୁର ସ୍ଥିତ ମା’ ଭଟ୍ଟାରିକା ମନ୍ଦିରରେ ବନ୍ୟା ଜଳ ପ୍ରବେଶ କରିଥିବା ଦେଖିବାକୁ ମିଳିଛି।

ବଡ଼ମ୍ବାର ଅଧିଷ୍ଠାତ୍ରୀ ଦେବୀ ମା’ ଭଟ୍ଟାରିକାଙ୍କ ପୀଠରେ ନଦୀର ବନ୍ୟା ଜଳ ପ୍ରବେଶ କରିବା ପରେ ମା’ଙ୍କ ଚଳନ୍ତି ପ୍ରତିମାକୁ ଦେବତ୍ତୋର ବିଭାଗ ସ୍ଥାନାନ୍ତର କରିଛନ୍ତି। ଗତ ୪ ଦିନ ଧରି ଲଗାଣ ବର୍ଷା ହେବା ଫଳରେ ମହାନୀଦରେ ବନ୍ୟାସ୍ଥିତି ଦେଖା ଦେଇଛି।

ଆହୁରି ପଢ଼ନ୍ତୁ

You might also like