ମତ୍ସ୍ୟଜୀବୀଙ୍କ ଲାଗି ସମୁଦ୍ର ବାରଣ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ଉପକୂଳରେ ମତ୍ସ୍ୟଜୀବୀଙ୍କ ଲାଗି ସମୁଦ୍ର ବାରଣ। ମାଛଙ୍କ ବଂଶବିସ୍ତାର ସମୟ ହୋଇଥିବାରୁ ଗଭୀର ସମୁଦ୍ରରେ ଟ୍ରଲର ଚଳାଚଳକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର।  ଏପ୍ରିଲ ୧୫ରୁ ଜୁନ ୧୫ ତାରିଖ ପର୍ଯ୍ୟନ୍ତ ମାଛମରା ଉପରେ କଟକଣା ଲାଗିଛି।

ଗୋଟିଏ ପଟେ ଏହାକୁ ଟ୍ରଲର ମାଲିକମାନେ ସ୍ୱାଗତ କରିଥିବା ବେଳେ ଅନ୍ୟପଟେ ଏହି ସମୟରେ ସେମାନଙ୍କୁ ସରକାରୀ ପ୍ରୋତ୍ସାହନ ରାଶି ମିଳୁନଥିବାରୁ କ୍ଷୋଭ ପ୍ରକାଶ କରିଛନ୍ତି। ଦୁଇ ମାସ ଧରି ମାଛମରା ବନ୍ଦ ଥିବାରୁ ଟ୍ରଲର ମାଲିକ ଅନେକ କ୍ଷତି ସହୁଛନ୍ତି ଏଣୁ ଏହି ସମୟରେ ସରକାରୀ ସାହାଯ୍ୟ ପାଇଁ ସେମାନେ ଦାବି କରିଛନ୍ତି।

ଏହି ୨ ମାସ ଭିତରେ ସମୁଦ୍ର ଉପକୂଳରୁ ୮  କିଲୋମିଟର ଭିତରେ କଟକଣା ନ ଥିବାରୁ ଛୋଟ ଡଙ୍ଗାରେ ମାଛମାରୁଛନ୍ତି ମତ୍ସ୍ୟଜୀବୀ।  ଏହି ସମୟରେ ମତ୍ସ୍ୟଜୀବୀଙ୍କୁ ବାୟୋମେଟ୍ରିକ୍ସ କାର୍ଡରେ ସରକାର ରାସନ୍‌ ଯୋଗାଉଛନ୍ତି। କିନ୍ତୁ ବାଲେଶ୍ୱର ଜିଲ୍ଲାର ବିଭିନ୍ନ ଟ୍ରଲରରେ କାମ କରୁଥିବା ମତ୍ସ୍ୟଜୀବୀ ଏହି ସୁବିଧାରୁ ବଞ୍ଚିତ ହେଉଥିବା ଅଭିଯୋଗ ହୋଇଛି।

ଆହୁରି ପଢ଼ନ୍ତୁ

ଆଉ ୧୩୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ; ଏଥର ଏହି ଜିଲ୍ଲାରେ ସର୍ବାଧିକ

Puri Rath Yatra 2020: ଗଜପତି ମହାରାଜାଙ୍କ ଚିଠି ପରେ କାହିଁକି ମୁହଁ ଖୋଲୁ ନାହାନ୍ତି ମୁଖ୍ୟମନ୍ତ୍ରୀ ?

ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ପୁଲିସ୍ ବାବୁ

Puri Rath Yatra 2020:ଶ୍ରୀମନ୍ଦିର ଭିତରେ କେମିତି ହେବ ବିଧିରକ୍ଷା; ସନ୍ଧ୍ୟାରେ ନିଷ୍ପତ୍ତି

କରୋନା ଅପ୍‌ଡେଟ୍: ୨୪ ଘଣ୍ଟାରେ ଦେଶରେ ୩୩୪ ଜଣଙ୍କ ମୃତ୍ୟୁ

ଏଜି ପକ୍ଷ ରଖିଲେ ମୁଖା ଖୋଲିଯିବ ସେଥିପାଇଁ ହରିଶ୍ ସାଲ୍‌ଭେଙ୍କୁ ନିୟୋଜିତ କରାଯାଇଥିଲା କି ?

‘ଭାଙ୍ଗିଗଲା ୫୦୦ ବର୍ଷର ପରମ୍ପରା’

ଆଜି ୯୭ କରୋନା ଆକ୍ରାନ୍ତ ସୁସ୍ଥ

ରଥଯାତ୍ରା ବନ୍ଦ ନେଇ କ’ଣ କହିଲେ ଗଜପତି ମହାରାଜା ?

‘ମୁହଁ ନ ଖୋଲି ରଥଯାତ୍ରା ବନ୍ଦ କଲେ, ଜଗନ୍ନାଥ ସବୁ ଦେଖୁଛନ୍ତି’

ସୁପ୍ରିମକୋର୍ଟରେ ଝୁଲୁଛି ରଥଯାତ୍ରା ଭାଗ୍ୟ: ଆସନ୍ତାକାଲି ଶୁଣାଣି

ସହିଦ ଦୁଇ ଓଡ଼ିଆଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କାର ଅନୁକମ୍ପାରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

You might also like