ସମବାୟ ସମିତି ଲ୍ୟାମ୍ପରେ ତାଲା ପକାଇଲେ ଚାଷୀ

ସମ୍ବଲପୁର : ୪ ଦଫା ଦାବି ନେଇ ସମ୍ବଲପୁର ଜିଲ୍ଲା କେଶାଇବାହାଲ ଷ୍ଟେଟ ବ୍ୟାଙ୍କ ସମବାୟ ସମିତି ଲ୍ୟାମ୍ପରେ ତାଲା ପକାଇବା ସହ ଧାରଣାରେ ବସିଛନ୍ତି ଶତାଧିକ ଚାଷୀ। ଜରାବଗା ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ ଏବଂ ବାବୁନିକ୍ତିମାଲ ଷ୍ଟେଟବ୍ୟାଙ୍କରେ ମଧ୍ୟ ତାଲା ପକାଇଛନ୍ତି ଚାଷୀ।

ଋଣଛାଡ, ଇନ୍‌ପୁଟ୍ ସହାୟତା ପ୍ରଦାନ, କୃଷି ବିମା ପ୍ରଦାନ, ପେନ୍‌ସନ ଦାବି ନେଇ କୁଚିଣ୍ଡା ଉପଖଣ୍ଡ କେଶାଇବାହାଲ ଅଞ୍ଚଳର ଶତାଧିକ ଚାଷୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି।

 

You might also like