ଏକ୍ସପ୍ରେସ୍ ଟ୍ରେନ୍ ପାୱାର ଫେଲ୍
ଢ଼େଙ୍କାନାଳ: ପାୱାର ଫେଲ୍ ଯୋଗୁଁ ଅଟକିଲା ଟ୍ରେନ୍। ଫଳରେ ଯାତ୍ରୀମାନେ ହଟହଟା ହୋଇଛନ୍ତି। ଢେଙ୍କାନାଳ ଶ୍ୟାମାଚରଣପୁର ଷ୍ଟେସନ ନିକଟରେ ଆଜି ସକାଳ ୧୦ଟା ସମୟରେ ଏହି ଅଘଟଣ ଘଟିଛି।
ଆହୁରି ପଢ଼ନ୍ତୁ
ବିଶାଖାପାଟଣା-ଅମୃତସର ଏକ୍ସପ୍ରେସ୍ ଟ୍ରେନ ଚାଲୁଥିବା ବେଳେ ହଠାତ୍ ପାୱାର ଫେଲ୍ ହୋଇଯିବାରୁ ଅଟକି ଥିଲା। ପରେ ଅନ୍ୟ ଏକ ଇଞ୍ଜିନ୍ ଯୋଗେ ଟ୍ରେନ୍କୁ ନିଆଯିବା ପରେ ଗାଡ଼ି ଚଳାଚଳ ସ୍ୱାଭାବିକ ହୋଇଥିଲା।