ନଦୀରେ ଫସିଛନ୍ତି ହାତୀ

କଟକ  : ମହାନଦୀ ମଝିରେ ଫସି ରହିଛନ୍ତି ହାତୀ। କଟକ ଆଠଗଡ଼ ପଟୁ ଡମପଡା ଚନ୍ଦକା ଅଭୟାରଣ୍ୟକୁ ଆସୁଥିବା ବେଳେ ଗୟଳବାଙ୍କ ମହାନଦୀରେ ଫସି ରହିଛନ୍ତି ୮ଟି ବଣୁଆ ହାତୀ । ଘଟଣାସ୍ଥଳରେ ଭଗିପୁର ବନ ବିଭାଗ କର୍ମଚାରୀ ପହଞ୍ଚି ହାତୀକୁ ସୁରକ୍ଷା ଯୋଗାଇବା ନେଇ ସଜାଗ ରହିଛି। ଫସି ରହିଥିବା ହାତୀ ମଧ୍ୟରେ ୫ଟି ମାଈ ହାତୀ ଓ ୩ଟି ଛୁଆ ହାତୀ ଥିବା ବନ ବିଭାଗ ପକ୍ଷରୁ କୁହାଯାଇଛି।

You might also like