ଡାକ୍ତର ରବୀନ୍ଦ୍ର ରଥ ମୃତ୍ୟୁ ମାମଲାର ନୂଅା ଖୁଲାସା

ବାଇକ୍‌ ପଛରେ ବସି ପ୍ଲାଟଫର୍ମ ଯାଇଥିବା CCTV ଫୁଟେଜ୍‌ରୁ ଜଣାପଡ଼ିଲା

ଭୁବନେଶ୍ୱର : ଡାକ୍ତର ରବୀନ୍ଦ୍ର ରଥ ମୃତ୍ୟୁ ମାମଲାର ନୂଅା ଖୁଲାସା । ବାଇକ୍‌ ପଛରେ ବସି ପ୍ଲାଟଫର୍ମ ଯାଇଥିବା CCTV ଫୁଟେଜ୍‌ରୁ ଜଣାପଡ଼ିଛି। ତେବେ କାହା ଗାଡ଼ି ପଛରେ ବସି ରବୀନ୍ଦ୍ର ଯାଇଥିଲେ ସେନେଇ ତଦନ୍ତ କରିବାକୁ ପରିବାର ପକ୍ଷରୁ ଦାବି କରାଯାଇଛି।

ସୂଚନା ମୁତାବକ, ଅଘଟଣ ଦିନ ରାତି ୯ଟା ୧ରେ ରବୀନ୍ଦ୍ର ଜଣେ BMC କର୍ମଚାରୀଙ୍କ ପତ୍ନୀଙ୍କ ଫୋନ୍‌ ନମ୍ବରରେ କଥା ହୋଇଥିଲେ । କର୍ମଚାରୀଙ୍କ ପତ୍ନୀଙ୍କ ନମ୍ବର ରବୀନ୍ଦ୍ରଙ୍କ ଫୋନରେ ସେଭ୍ ଥିବାବେଳେ ନମ୍ବରଟି ‘ଅନ୍‌ନୋନ୍‌ ହସ୍ପିଟାଲ’ ନାଁରେ ସେଭ୍ ହୋଇଥିବା ସୂଚନା ମିଳିଛ

ଏହାସହ ମଧ୍ୟ ପଢନ୍ତୁ –  ଡାକ୍ତରଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ରାଜଧାନୀରେ ଚାଞ୍ଚଲ୍ୟ

You might also like