ଢେଙ୍କାନାଳ ପୂର୍ବତନ ବିଧାୟକ ନବୀନ ନନ୍ଦ ନିଖୋଜ

ଭୁବନେଶ୍ୱର : ନବୀନ ନନ୍ଦ ନିଖୋଜ । ଢେଙ୍କାନାଳ ପୂର୍ବତନ ବିଧାୟକ ନବୀନ ନନ୍ଦ ନିଖୋଜ ହୋଇଥିବା ସୂଚନା ମିଳିଛି। କୋଲକାତା ଯାଇଥିବା ନବୀନ ଆଜି ବିମାନରେ ଫେରିବାର ଥିଲା। ଆଜି ସକାଳ ୭ଟାରେ ବିମାନ କୋଲକାତା ଛାଡ଼ିବାର ଥିଲା।

ଦୀର୍ଘ ସମୟ ଧରି ନଫେରିବାରୁ ନବୀନଙ୍କ ପୁଅ ଫୋନ୍ କରିଥିଲେ। ବାପାଙ୍କ ଫୋନ୍ ସୁଇଚ୍ ଅପ୍ ଥିବା ପୁଅ ସଂବିତ ନନ୍ଦ ସୂଚନା ଦେଇଛନ୍ତି । କୋଲକାତାରେ ରହୁଥିବା ହୋଟେଲ୍‌ରେ ନବୀନଙ୍କ ଜିନିଷ ଅଛି। ବାପାଙ୍କ ଖୋଜଖବର ନପାଇ ପୁଅ ସଂବିତ କୋଲକାତା ଯାତ୍ରା କରିଛନ୍ତି।

You might also like