ଅବପାତର ରୂପନେଲା ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ

ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଲଘୁଚାପ। ବଙ୍ଗୋପ ସାଗରରେ ପୂର୍ବ-କେନ୍ଦ୍ରାଞ୍ଚଳ ଓ ଏହାର ସଂଲଗ୍ନ ଉତ୍ତର-ପୂର୍ବରେ ୱେଲମାର୍କ ଲୋ ପ୍ରେସର ଘନୀଭୂତ ହୋଇ ଡିପ୍ରେସନ୍‌ରେ ପରିଣତ ହୋଇଛି।  ଏହି ଡିପ୍ ଡିପ୍ରେସନର ରୂପ ନେଇ ଉତ୍ତର-ଉତ୍ତରପୂର୍ବକୁ ଗତି କରି ମିଆଁମାର ଓ ବାଂଲାଦେଶ ଉପକୂଳକୁ ଅତିକ୍ରମ କରିବ।

ତେବେ ଏହାର ପ୍ରଭାବରେ ଓଡ଼ିଶାରେ ବର୍ଷା ହେବାର ସମ୍ଭାବନା ଅଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ଆହୁରି ପଢ଼ନ୍ତୁ

You might also like