ପ୍ରଧାନମନ୍ତ୍ରୀ ତାଙ୍କ କର୍ତ୍ତବ୍ୟ ଓ ଚରିତ୍ର ପ୍ରକଟ କରୁନାହାନ୍ତି : ଦାମ

ଭୁବନେଶ୍ୱର : ଗତକାଲି କଟକ ଗସ୍ତରେ ଆସିଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱାଗତ କରିବାକୁ ନଯିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ ବିଜେଡି ନେତା ଡାକ୍ତର ଦାମୋଦର ରାଉତ। ଦାମ କହିଛନ୍ତି, ପ୍ରଧାନମନ୍ତ୍ରୀ ଯଦି ତାଙ୍କ କର୍ତ୍ତବ୍ୟ ଓ ଚରିତ୍ର ପ୍ରକଟ କରୁଥାନ୍ତେ, ତେବେ ମୁଖ୍ୟମନ୍ତ୍ରୀ ନିଶ୍ଚୟ ସ୍ୱାଗତ କରିବାକୁ ଯାଇଥାନ୍ତେ।

ସେପଟେ ଦାମଙ୍କ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖି ବରିଷ୍ଠ ବିଜେପି ନେତା ପ୍ରତାପ ଷଡ଼ଙ୍ଗୀ କହିଛନ୍ତି ଦାମବାବୁଙ୍କ କଥାକୁ ଆମେ ଗୁରୁତ୍ୱ ଦେଉନୁ।

 

You might also like