ସାଇକ୍ଲିଂ ଦ୍ୱାରା ମହିଳା ସୁରକ୍ଷା ଓ ପ୍ରଦୂଷଣ ରୋକିବା ବାର୍ତ୍ତା

ନୀଳଗିରି  : ମହିଳା ସୁରକ୍ଷା ଓ ପ୍ରଦୂଷଣ ରୋକିବା ବାର୍ତ୍ତା ନେଇ ଭାରତ ଭ୍ରମଣରେ ବାହାରିଥିବା ପୁନେର ଦୁଇ କଲେଜ ଛାତ୍ରୀ ଓଡ଼ିଶାରରେ ପହଞ୍ଚିଛନ୍ତି। ୧୬ ଜୁନ୍‌ ୨୦୧୮ରୁ ପୁନେରୁ ସାଇକେଲରେ ବାହାରି, କୋଲାପୁର, କର୍ଣ୍ଣାଟକ, ତାମିଲନାଡ଼ୁ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ପରେ ଏହି ଦୁଇ ଛାତ୍ରୀ ଓଡ଼ିଶାରେ ପହଞ୍ଚିଛନ୍ତି।

ଏହି ଅବସରରେ ପଞ୍ଚଲିଙ୍ଗେଶ୍ୱର ସ୍ଥିତ ରୁପ୍‌ ପାର୍କରେ ସେମାନଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ନୀଳଗିରି  ସହର ସ୍ଥିତ ‘ଫ୍ୟାଟ୍‌ଲକ୍ସ’ କ୍ଲବ୍‌  ପକ୍ଷରୁ ମଧ୍ୟ ଫୁଲତୋଡ଼ା ଦେଇ ସ୍ୱାଗତ କରାଯାଇଥିଲା। ନୀଳଗିର ଅଞ୍ଚଳର ଅନୁନ୍ନତ ଆଦିବାସୀଙ୍କୁ ମହିଳା ସୁରକ୍ଷା ଓ ପରିବେଶ ସୁରକ୍ଷା ନେଇ ବାର୍ତ୍ତା ଦେଇଥିଲେ। ନୀଳଗିରିରୁ ବାହାରି ଏହି କଲେଜ ଛାତ୍ରୀ ପଶ୍ଚିମବଙ୍ଗ,ୟୁପି, ବିହାର ,ଦିଲ୍ଲୀ, ହରିୟାଣା,ରାଜସ୍ଥାନ ଓ ଗୁଜୁରାଟ୍‌ ଭ୍ରମଣ କରିବେ।

ଆହୁରି ପଢ଼ନ୍ତୁ

ଭୁବନେଶ୍ୱରରୁ ୩୪୨ କରୋନା ଆକ୍ରାନ୍ତ ଚିହ୍ନଟ

ମନ୍ଦିର ଖୋଲିବାକୁ ମଙ୍ଗିଲେନି ସରକାର

ଜେପି ନଡ୍ଡାଙ୍କୁ ଭେଟିଲେ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା

ରାଜ୍ୟର ୧୪ ଜଣ ମନ୍ତ୍ରୀ, ବିଧାୟକ କରୋନା ପଜିଟିଭ ଚିହ୍ନଟ

ବିଜେଡିରେ କେଁ: ଇସ୍ତଫା ଦେଉ ଦେଉ ଦଳରୁ ବିଦା ହେଲେ ଯୁବ ନେତା

Odisha Plus 3 Admissions: ପ୍ରକାଶ ପାଇଲା ପ୍ରଥମ କଟ୍ ଅଫ୍ ମାର୍କ

ଦିନକରେ ୧୬ କରୋନା ରୋଗୀଙ୍କ ମୃତ୍ୟୁ, ଓଡ଼ିଶାରେ ୮୦୦ ଟପିଲା ମୃତ୍ୟୁ ସଂଖ୍ୟା

ଦିନକରେ ଓଡ଼ିଶାରେ ୩,୨୩୫ କରୋନା ଆକ୍ରାନ୍ତ‌ ଚିହ୍ନଟ

ପ୍ରତି ୧୫ ଦିନରେ କୋଭିଡ୍ ହସ୍ପିଟାଲ୍‌ରେ ହେବ ଫାୟାର ସେଫ୍ଟି ଅଡିଟ୍

ଆଗ ଭୁଲ୍ କଲା,‌ ପରେ କ୍ଷମା ମାଗିଲା: ସମ୍ବଲପୁରୀ ଶାଢୀ ପଶ୍ଚିମବଙ୍ଗର ବୋଲି କହିଲା Amazon

Plus III Admission: ଆଜି ପ୍ରକାଶ ପାଇବ ପ୍ରଥମ ମେରିଟ୍ ଲିଷ୍ଟ

ତାପଙ୍ଗର ହାତିଆ ମୁଣ୍ଡିଆ ନିଷିଦ୍ଧାଞ୍ଚଳ ଘୋଷିତ

You might also like