ଟିଟୋ ଗୋରୁ କାରବାରର ମାଷ୍ଟର ମାଇଣ୍ଡ ବଟୁ ପାଣି ଗିରଫ

ଗୋରୁ ଚାଲାଣରେ ବି ସଂପୃକ୍ତ ଥିଲା ଗ୍ୟାଙ୍ଗଷ୍ଟର ଟିଟୋ

ଭୁବନେଶ୍ୱର : ଗୋରୁ ଚାଲାଣରେ ବି ଗ୍ୟାଙ୍ଗଷ୍ଟର ଟିଟୋର ସଂପୃକ୍ତି। ଗୋରୁ କାରବାରର ମାଷ୍ଟର ମାଇଣ୍ଡ ବଟୁ ପାଣି ଗିରଫ ପରେ ଅାସିଲା ଟିଟୋ ସଂପୃକ୍ତି ନେଇ ନୂଅା ଖୁଲାସା। ବଟୁ ଠାରୁ ଟିଟୋ ଚଳାଉଥିବା ଦାମୀ ବାଇକ୍‌ ସହ ୪ଟି ଗାଡ଼ି ଜବତ ହୋଇଛି।

ରାଜ୍ୟ ଓ ରାଜ୍ୟ ବାହାରକୁ ଗୋରୁ କାରବାର ନେଟଓ୍ୱର୍କ ଚଳାଉଥିଲା ବଟୁ। ଏସ୍‌ଟିଏଫ୍ କଳିଙ୍ଗ ବିହାର ଅଞ୍ଚଳରୁ ବଟୁ ପାଣିକୁ ଗିରଫ କରିବା ସହ ଗୋଟିଏ ବନ୍ଧୁକ ଜବତ କରିଛି।

You might also like