ବିଲ୍‌ଡରଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର : କ୍ରାଇମବ୍ରାଞ୍ଚ କବଜାରେ ବିଲ୍‌ଡର ପ୍ରେମାନନ୍ଦ ମହାପାତ୍ର। ଫ୍ଲାଟ୍ ଦେବା ନାଁରେ ସାଢେ ୪ କୋଟିରୁ ଅଧିକ ଟଙ୍କା ଠକେଇ ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି। କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା ପ୍ରେମାନନ୍ଦଙ୍କୁ ଗିରଫ କରିଛି। ତାଙ୍କ ବିରୋଧରେ ଭୁବନେଶ୍ୱର ତମାଣ୍ଡୋ ଆଖପାଖ ଅଞ୍ଚଳରେ ଫ୍ଲାଟ ଦେବାକୁ କହି ଲୋକଙ୍କୁ ଠକିଥିବା ଅଭିଯୋଗ ରହିଛି।

ଗିରଫ ବିଲ୍‌ଡର ପ୍ରେମାନନ୍ଦ ହେଉଛନ୍ତି ଗୋଲ୍‌ଡେନ୍ ଭିୟୁ ଇନ୍‌ଫ୍ରାଷ୍ଟକ୍ଚର ଲିମିଟେଡ୍ ସଂସ୍ଥାର ମୁଖ୍ୟ।

ଆହୁରି ପଢ଼ନ୍ତୁ

କ୍ରାଇମ୍ ପ୍ଲଟ୍‌ର ଲାଇଭ୍ ଡେମୋ ଦେଖାଇଲେ ପୁଞ୍ଜିଲାଲ

ଆଜି ପୁଞ୍ଜିଲାଲଙ୍କୁ କୋର୍ଟରେ ହାଜର କରାଯିବ

ତଥ୍ୟ ଯୋଗାଡ଼ ଲାଗି ପୋଲିସ ନେବ ଅତ୍ୟାଧୁନିକ ଟେକ୍ନୋଲୋଜିର ସହାୟତା

ମାଷ୍ଟରମାଇଣ୍ଡ ପୁଞ୍ଜିଲାଲ୍ ଗିରଫ

ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣର ମାଷ୍ଟର ମାଇଣ୍ଡ ପୁଞ୍ଜିଲାଲ୍

କ୍ରାଇମବ୍ରାଞ୍ଚ ସ୍କାନରରେ ଅଧ୍ୟାପକ ପୁଞ୍ଜିଲାଲ

କୋଟିଆ ଓ କୁନ୍ଦୁଲି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ଧର୍ମେନ୍ଦ୍ର

କେବେ ମିଳିବ କୁନ୍ଦୁଲି ପୀଡ଼ିତାଙ୍କ ପରିବାରକୁ ନ୍ୟାୟ

ଅଶ୍ଳୀଳ ଭିଡିଓ ଭାଇରାଲ ଓ କୁଆଖାଇ ହତ୍ୟାକାଣ୍ଡ ଘଟଣା : କ୍ରାଇମ୍ ବ୍ରାଞ୍ଚର ଦ୍ୱାରସ୍ଥ ହେଲେ ପୀଡ଼ିତା

ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣର ଗୁମର ଖୋଲୁଛି କ୍ରାଇମବ୍ରାଞ୍ଚ

ପାର୍ସଲ ବୋମା ବିସ୍ଫୋରଣର ତଦନ୍ତ କରିବ କ୍ରାଇମବ୍ରାଞ୍ଚ

ପାର୍ସଲ ବୋମା ବିସ୍ଫୋରଣ ମାମଲା : ଘଟଣାର ଏକାଧିକ ଦିଗକୁ ନେଇ ତଦନ୍ତ ଜାରି କହିଲେ କ୍ରାଇମ୍‌ବ୍ରାଞ୍ଚ ଏସ୍‌ପି

You might also like