ଶିଶୁ ବଦଳ ଅଭିଯୋଗ

ରାୟଗଡ଼ା : ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶିଶୁ ଅଦଳ ବଦଳ ଅଭିଯୋଗ। ନବଜାତ ପୁଅ ବଦଳରେ ମୃତ ଶିଶୁକନ୍ୟା ଦିଆଯାଇଥିବା ଅଭିଯୋଗ କରିଛନ୍ତି ଏକ ଦମ୍ପତ୍ତି।  ଅଭିଯୋଗ ଅନୁଯାୟୀ, ଗତକାଲି କାଶୀପୁର କୁମ୍ଭାରଶିଳାର ଜଣେ ପ୍ରସୂତି ରାୟଗଡ଼ା ମେଡିକାଲରେ ପ୍ରସବ କରିଥିଲେ। ଶିଶୁର ସ୍ୱାସ୍ଥାବସ୍ଥା ଖରାପ ହେବାରୁ ତାକୁ କୋରାପୁଟ ମେଡିକାଲର ଏସଏନ୍‌ସିୟୁ ୱାର୍ଡରେ ଭର୍ତ୍ତି କରାଯାଇଥିଲା। ଆଜି ଦମ୍ପତ୍ତିକୁ ମେଡିକାଲ ତରଫରୁ ମୃତ ଶିଶୁକନ୍ୟା ଦିଆଯାଇଥିବାରୁ, ଶିଶୁଟିକୁ ଗ୍ରହଣ କରିନଥିଲେ ଦମ୍ପତ୍ତି।

ମେଡିକାଲରେ ତାଙ୍କ ଶିଶୁ ବଦଳାଯାଇଥିବା ଅଭିଯୋଗ କରିଛନ୍ତି ଦମ୍ପତ୍ତି ଓ ତାଙ୍କ ପରିବାର ଲୋକେ। ଅନ୍ୟପଟେ ନବଜାତ ବଦଳ ଅଭିଯୋଗକୁ ଖଣ୍ଡନ କରିଛନ୍ତି ଏଡିଏମ୍ଓ ଦମ୍ପତ୍ତି ଏବଂ ତାଙ୍କ ପରିବାର ଆଣିଥିବା ଅଭିଯୋଗ ମିଛ। ଗତକାଲି ମେଡିକାଲରେ କୌଣସି ଶିଶୁପୁତ୍ର ଜନ୍ମ ହୋଇନାହାନ୍ତି ବୋଲି କହିଛନ୍ତି ଏଡିଏମ୍ଓ।

ଆହୁରି ପଢ଼ନ୍ତୁ

କାହିଁକି ଦେବୀଙ୍କ ଘରେ ପଶିଲା CBI ?

ଭିନ୍ନ ଭିନ୍ନ ନମ୍ବର ପ୍ଲେଟ୍‌ ବ୍ୟବହାର କରାଯାଇ ବୋଲେରୋରେ ଏମିତି ଚାଲାଣ ହେଉଥିଲା ଗଞ୍ଜେଇ

ବିଜେଡି ନେତା ଦେବୀ ମିଶ୍ରଙ୍କ ଘରେ CBI ରେଡ୍‌

ପ୍ରକାଶ ପାଇଲା +୨ ପାଇଁ ପ୍ରଥମ କଟ୍ ଅଫ୍ ମାର୍କ

Corona Deaths in Odisha: ୨୪ ଘଣ୍ଟାରେ ଆଖି ବୁଜିଲେ ୧୩ କରୋନା ଆକ୍ରାନ୍ତ

ଦିନକରେ ଓଡ଼ିଶାରେ ୪,୧୮୦ କରୋନା ଆକ୍ରାନ୍ତ‌ ଚିହ୍ନଟ: ଖୋର୍ଦ୍ଧାରୁ ୬୮୮, କଟକରୁ ୪୯୨

ପୁରୀରେ ଚିନ୍ତା ବଢ଼ାଉଛି କରୋନା: ୮ ଦିନରେ ଦୁଇଗୁଣା ହେଲା ମୃତ୍ୟୁ ସଂଖ୍ୟା

ଟ୍ୱିନ୍‌ସିଟିରେ ଆକ୍ସନ ମୋଡ୍‌ରେ ପୋଲିସ୍: ସାବାଡ୍‌ ହେଉଛନ୍ତି କୋଭିଡ୍ ନିୟମ ଉଲ୍ଲଂଘନକାରୀ

‘ଓଡ଼ିଶା ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ଉଚ୍ଚତାରେ ହିଁ ନିର୍ମାଣ ହେବ ମା’ ଦୁର୍ଗାଙ୍କ ପ୍ରତିମୂର୍ତ୍ତି’

ଓଡ଼ିଶାରେ ଅତି ଭୟଙ୍କର ହେଲାଣି ଗୋଷ୍ଠୀ ସଂକ୍ରମଣ

ରାଜ୍ୟରେ ହଜାରେ କରୋନା ଆକ୍ରାନ୍ତଙ୍କୁ ପ୍ଲାଜମା ଥେରାପିରେ ଚିକିତ୍ସା

ଆମେରିକାରେ ଜଲୱା ଦେଖାଲେ ଓଡ଼ିଆ ପୁଅ

You might also like