ଟ୍ରକ ଚାପାରେ କନଷ୍ଟେବଲଙ୍କ ମୃତ୍ୟୁ
ବଲାଙ୍ଗିର: ବଲାଙ୍ଗିର ସହର ଗାନ୍ଧିନଗରରେ ମର୍ଣ୍ଣିଂ ୱାକ୍ କରୁଥିବା ବେଳେ ଟ୍ରକ୍ ଧକ୍କାରେ ଜଣେ କନଷ୍ଟେବଲଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ମୃତ୍ୟୁଞ୍ଜୟ କୁଅଁର।
ଆହୁରି ପଢ଼ନ୍ତୁ
ଘଟଣାସ୍ଥଳରେ ହିଁ ମୃତ୍ୟୁଞ୍ଜୟଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଦୁର୍ଘଟଣା ପରେ ଟ୍ରକ୍ଟି ଫେରାର ହୋଇ ଯାଇଛି। ମୃତ୍ୟୁଞ୍ଜୟ ବେଲଗାଁ ଫାଣ୍ଡିରେ କାର୍ଯ୍ୟରତ ଥିଲେ।