ଭଦ୍ରକ: ପୁଣି ନାଗ ସାପ ଉଦ୍ଧାର

ଭଦ୍ରକ: ଗୋଟିକ ପରେ ଗୋଟିଏ ଜାଗାରୁ ଉଦ୍ଧାର ହେଉଛନ୍ତି ନାଗ । ଏଥର ଭଦ୍ରକ କଲେଇ ପଞ୍ଚାୟତ ବିଭୁତିପୁର ଗାଁରୁ ସାପ ଉଦ୍ଧାର ହୋଇଛି । ଗାଁର ଜଣଙ୍କ ଘରେ ନାଗ ସାପ ଛୁଅାକୁ ଦେଖି ପରିବାର ଲୋକ ଡରି ଯାଇଥିଲେ । ଏହା ପରେ ପରିବାର ଲୋକ ସ୍ନେକ ହେଲ୍ପଲାଇନକୁ ଖବର ଦେଇଥିଲେ। ପରେ ସ୍ନେକ ହେଲ୍ପଲାଇନ ସଦସ୍ୟ ଅାସି ଘରୁ ୨୧ଟି ନାଗ ସାପ ଛୁଅା ସହ ୨୯ଟି ସାପ ଅଣ୍ଡା ଓ ୩ଟି ମାଅା ନାଗକୁ ଉଦ୍ଧାର କରିଥିଲେ …

You might also like