ଚାଇନା ସମୁଦ୍ରରେ ବିଚିତ୍ର ଜଳଜୀବ;  ଅଧା ମାଛ, ଅଧା ପକ୍ଷୀ

ଆପଣ ଦେଖିଛନ୍ତି କି ଏହି ବିରଳ ସାମୁଦ୍ରିକ ଜୀବ ?

 

ବେଜିଙ୍ଗ/ଗୁଇଜ୍‌ହୋ; ଦେଖନ୍ତୁ ଏକ ବିଚିତ୍ର ଜଳଜୀବର ଫଟୋଚିତ୍ର । ଆପଣ ନିଶ୍ଚିତ ଆଶ୍ଚର୍ଯ୍ୟ ହୋଇଯିବେ । ଏହି ଜଳଜୀବକୁ ନିକଟରେ ଦକ୍ଷିଣ ଚାଇନାର କୈବର୍ତ୍ତମାନେ ସମୁଦ୍ରରୁ ଧରିଛନ୍ତି । ଏହା ଦେଖିବାକୁ ଅଧା ପକ୍ଷୀ ଅଧା ମାଛ ଭଳି । ଏବେ ଏହାର ଏକ ଭିଡିଓ ଇଣ୍ଟରନେଟ୍‌ରେ ଭାଇରାଲ ହୋଇଛି । ଏହି ଜୀବର ମୁହଁ ପକ୍ଷୀ ଭଳି ଦେଖା ଯାଉଥିବା ବେଳେ ଦେହ ମାଛ ଭଳି ଦେଖାଯାଉଛି । ଏହା ଡଲଫିନ୍ ପରି ମଧ୍ୟ ଦେଖାଯାଉଛି ।

ପ୍ରାଣୀବିଜ୍ଞାନୀଙ୍କ ମତରେ ଏହା ଏକ ମାଛ । କିନ୍ତୁ ଏହାର ସଠିକ ଶାରୀରିକ ବିକାଶ ନ ହୋଇ ଏପରି ହୋଇପାରେ।

ସମୁଦ୍ରରେ ରସାୟନିକ ପ୍ରଦୂଷଣ ଯୋଗୁ ଏପରି ହୋଇପାରେ ବୋଲି ମଧ୍ୟ ଅନୁମାନ କରାଯାଉଛି ।

ପ୍ରାଣୀବିଜ୍ଞାନୀ ଆନ୍ଦ୍ର୍ୟୁ କୋଜିନ୍ସଙ୍କ ମତରେ ଏହା ଏକ ମାଛ ଓ ଶାରୀରିକ ବିକୃତି ଯୋଗୁଁ ଏହା ଏପରି ଦେଖାଯାଉଛି ।

(ସୌଜନ୍ୟ:ୱାର୍ଲଡ୍‌ଲାଇଭ୍‌)

ଆହୁରି ପଢ଼ନ୍ତୁ

ଜୁଲାଇ ୧୫ରେ ଛଡ଼ାଯିବ ଚନ୍ଦ୍ରାୟନ-୨ ; ଇସ୍ରୋ ଅଧ୍ୟକ୍ଷଙ୍କ ସୂଚନା

ସମୁଦ୍ରରେ କମୁଛି ଅକ୍ସିଜେନ୍‌ର ପରିମାଣ

ବ୍ରହ୍ମୋସ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ଗାଡ଼ି ଧୂଆଁ ଆଉ ଅଣନିଃଶ୍ୱାସୀ କରିବନି, ପ୍ରଦୂଷଣରୁ ମୁକ୍ତି ଦେବ ଯନ୍ତ୍ର

ଲଞ୍ଚ ହେଲେ ରିସାଟ୍-୨ବି, ସବୁ ପାଣିପାଗରେ କାମ କରିବ

ବିକଳ୍ପ ପୃଥିବୀ ସନ୍ଧାନରେ ମାନବଜାତି: କାରଣ ଆମ ଗ୍ରହ ଚିରସ୍ଥାୟୀ ନୁହେଁ

ସଂକୁଚିତ ହେଉଛି ଚନ୍ଦ୍ର ; ଉତ୍ପତ୍ତି କାଳରୁ ଏଯାଏଁ କମିଲାଣି ୫୦ ମିଟର

ଇସ୍ରୋ ପକ୍ଷରୁ ଏମିସାଟ୍‌ ସାଟେଲାଇଟ୍ ଉତ୍‌କ୍ଷେପଣ

ଅତ୍ୟାଧୁନିକ ଏମିସାଟ୍‌ର ଉତ୍‌କ୍ଷେପଣ ଆଜି

ଇସ୍ରୋର ୪୦ତମ ଯୋଗାଯୋଗ ଉପଗ୍ରହ ଜିସାଟ୍-୩୧ ଉତ୍‌କ୍ଷେପଣ

ଯୁବ ବୈଜ୍ଞାନିକଙ୍କୁ ତାଲିମ ଦେବ ଇସ୍ରୋ, ପ୍ରତି ରାଜ୍ୟରୁ ୩ ନେବେ ଶିକ୍ଷା

ଅଗ୍ନି ୪ର ବ୍ୟବହାରିକ ପରୀକ୍ଷଣ ସଫଳ

You might also like