ବିସ୍ଫୋରକ ମୋଡ଼ରେ ରାଜ୍ୟ କଂଗ୍ରେସ : ଏଆଇସିସି ସଦସ୍ୟତାକୁ ନେଇ ପୁଣି ବିଷ ଓଗାଳିଲେ ତାରା

ଭୁବନେଶ୍ୱର : କଂଗ୍ରେସରେ ବଢ଼ିଲା କନ୍ଦଳ। AICC ସଦସ୍ୟତା ନେଇ ବିରୋଧୀ ଦଳ ମୁଖ୍ୟ ସଚେତକ ତାରାପ୍ରସାଦ ବାହିନୀପତି ଉଦବେଗ ପ୍ରକାଶ କରିଛନ୍ତି। ସେ କହିଛନ୍ତି,ଆଜି ନ ହେଲେ କାଲି ବିସ୍ଫୋରଣ ହେବ। ଯିଏ PCC ସଭାପତିଙ୍କ ଘରେ ଓ ଅଫିସ୍‌ରେ କାମ କରୁଥିଲେ, ସେମାନଙ୍କୁ AICC ସଦସ୍ୟ କରାଯାଇଛି।

ବିଧାୟକ ଦଳ ଦିନେ ଦୁଇ ଦିନ ଭିତରେ ବସି ଏ ସଂପର୍କରେ ନିଷ୍ପତ୍ତି ନେବ। AICC ସଦସ୍ୟ ବାଛିବା ଲାଗି ରାହୁଲ ଗାନ୍ଧିଙ୍କୁ ସଂପୂର୍ଣ୍ଣ ଅଧିକାର ଦିଆଯାଇଥିଲା।  ପିସିସି ସଭାପତି ଏହାର ଫାଇଦା ଉଠାଇଛନ୍ତି। ଏପରିକି ମୋ ସ୍ତ୍ରୀକୁ AICC ସଦସ୍ୟ କରି ରାଜନୀତି କରିଛନ୍ତି ବୋଲି ବର୍ଷିଛନ୍ତି ତାରାପ୍ରସାଦ ବାହିନୀପତି।

ଆହୁରି ପଢ଼ନ୍ତୁ

Bhubaneswar Corona News: ଭୁବନେଶ୍ୱରରୁ ୩୨୫ କରୋନା ଆକ୍ରାନ୍ତ ଚିହ୍ନଟ, ୨୧୮ ଲୋକାଲ କେସ୍

ଶ୍ରୀକୃଷ୍ଣଙ୍କ ପ୍ରେମରେ ବାୟା ଋଷିଆନ୍ ଦମ୍ପତି

‘ବିଜେଡିର ବିରୋଧ ପଛରେ ସିବିଆଇ ରେଡ୍’

ବୋହୂର ପିଲାପିଲି ନହେବାରୁ ଶ୍ୱଶୁର ଭିଆଇଲା ଏଭଳି କାଣ୍ଡ

ରାଜ୍ୟରେ କାହିଁକି ବଢ଼ୁଛି କରୋନା ସଂକ୍ରମଣ?

ଡାକ୍ତରଖାନା ଷ୍ଟ୍ରେଚରରେ ରୋଗୀଙ୍କୁ ଶୁଆଇ ସହର ବୁଲିଲେ ସଂପର୍କୀୟ

ରାଜ୍ୟସଭାରେ କୃଷି ବିଲ୍‌କୁ ବିରୋଧ କଲା ବିଜେଡି

ଘର ଭିତରୁ ମିଳିଲା ବାଘର କଟା ମୁଣ୍ଡ, ଛାଲ

‘ଧାର୍ମିକ ଭାବନାକୁ ଆଘାତ ଦେଇ ଫେସବୁକ୍‌ରେ ପୋଷ୍ଟ କରିଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ’

ଦିନକରେ ୧୦ ଆକ୍ରାନ୍ତଙ୍କ ମୃତ୍ୟୁ, ଓଡ଼ିଶାରେ ୭୦୦ ଟପିଲା କରୋନା ମୃତ୍ୟୁ ସଂଖ୍ୟା

୨୪ ଘଣ୍ଟାରେ ଓଡ଼ିଶାରେ ୪,୩୩୦ କରୋନା ପଜିଟିଭ୍‌ ଚିହ୍ନଟ: ଖୋର୍ଦ୍ଧାରୁ ୬୪୪, କଟକରୁ ୫୪୯

ବଙ୍ଗୋପସାଗରରେ ଲଘୁଚାପ ବଳୟ ସୃଷ୍ଟି, ଆସନ୍ତା ୩ ଦିନ ଯାଏ ବର୍ଷା ସମ୍ଭାବନା

You might also like