ଆସନ୍ତାକାଲି ପ୍ରକାଶ ପାଇବ CBSE ଦଶମ ରେଜଲ୍ଟ
ଆସନ୍ତାକାଲି ଅପରାହ୍ନ ୪ଟାରେ ପ୍ରକାଶ ପାଇବ CBSE ଦଶମ ରେଜଲ୍ଟ। ବିଭାଗୀୟ କେନ୍ଦ୍ର ସଚିବ ଅନିଲ ସ୍ୱରୂପଙ୍କ ଟ୍ୱିଟ୍ ଯୋଗେ ସୂଚନା।
Results of CBSE Class 10 examinations for 2017-18 to be declared by 4 pm on 29th of May, 2018
— Anil Swarup (@swarup58) 28 May 2018