OSAP ଶାରୀରିକ ପରୀକ୍ଷା ବେଳେ ଅଘଟଣ
ଦୌଡ଼ ପ୍ରତିଯୋଗିତା ବେଳେ ପରୀକ୍ଷାର୍ଥୀଙ୍କ ମୃତ୍ୟୁ
କଟକ : କଟକରେ OSAP ଶାରୀରିକ ପରୀକ୍ଷା ବେଳେ ଅଘଟଣ। ଦୌଡ଼ ପ୍ରତିଯୋଗିତା ବେଳେ ଜଣେ ପରୀକ୍ଷାର୍ଥୀଙ୍କ ମୃତ୍ୟୁ ହୋଇଛି। ପରୀକ୍ଷାର୍ଥୀ ଅସୁସ୍ଥ ଅନୁଭବ କରିବାରୁ ମେଡିକାଲ୍ରେ ଭର୍ତ୍ତି ହୋଇଥିଲେ। ତେବେ ପରୀକ୍ଷାର୍ଥୀ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ମୃତ ପରୀକ୍ଷାର୍ଥୀ ନରସିଂହପୁରର ରମେଶ ପ୍ରଧାନ ବୋଲି ସୂଚନା ମିଳିଛି।