ଭୁଶୁଡ଼ିଲା ପୋଲ
ଗଞ୍ଜାମ : ଭୁଶୁଡ଼ିଲା ପୋଲ। ଗଞ୍ଜାମ ଜିଲ୍ଲା ବୁଗୁଡ଼ାର ଆମ୍ବଖାଲ ନାଳ ଉପରେ ଥିବା ପୋଲ ଭୁଶୁଡି ପଡିଛି। ପ୍ରାୟ ୧୫ ଫୁଟ୍ ତଳକୁ ପୋଲଟି ଭୁଶୁଡ଼ି ପଡିଛି। ଫଳରେ ବ୍ରହ୍ମପୁର-ନୟାଗଡ଼କୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ସେଠାର ଲୋକମାନେ ଅନେକ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି।
ଆହୁରି ପଢ଼ନ୍ତୁ
ଏହି ପୋଲଟି ଭୁଷୁଡ଼ିବାର ପ୍ରକୃତ କାରଣ ଏଯାଏ ଜଣାପଡିନାହିଁ। ହେଲେ ସ୍ଥାନୀୟ ଲୋକଙ୍କ କହିବାନୁସାରେ ପୋଲଟି ୫୦ ବର୍ଷ ପୂର୍ବେ ତିଆରି ହୋଇଥିଲା ଏବଂ ପୁରା ଦୁର୍ବଳ ଅବସ୍ଥାରେ ଥିଲା।