ପୁରୁଣା ଟିଭିକୁ ବିସ୍ଫୋରଣରେ ଉଡାଇଲା ବୋମା ନିଷ୍କ୍ରିୟକାରୀ ଟିମ୍

ମାଲକାନଗିରି : ବୋମା ସନ୍ଦେହରେ ଏକ ପୁରୁଣା ଟିଭିକୁ ବିସ୍ଫୋରଣରେ ଉଡାଇଲେ ବୋମା ନିଷ୍କ୍ରିୟକାରୀ ଟିମ୍। ସୂଚନା ମୁତାବକ, ମାଲକାନଗିରି ଜିଲ୍ଲା ମାଧିଲି ଥାନା ମୁଦୁଲିବେଡା ଗାଁରେ ଏକ ଗଛ ତଳେ ପୁରୁଣା ଟିଭି ପଡିଥିଲା। ଏହାକୁ ସ୍ଥାନୀୟ ଲୋକେ ଦେଖି ବି.ଏସ୍.ଏଫ୍ କୁ ସୂଚନା ଦେଇଥିଲେ।

ବି.ଏସ୍.ଏଫ୍ ଟିମ୍ ଘଟଣାସ୍ଥଳରେ ପହଁଞ୍ଚି ସ୍ଥାନଟିକୁ କର୍ଡନ କରିବାପରେ ବୋମା ନିଷ୍କ୍ରିୟକାରୀ ଟିମ୍ କୁ ଖବର ଦେଇଥିଲେ। ଟିମ୍ ପହଁଞ୍ଚିବା ପରେ ଟିଭିଟିକୁ ବିସ୍ଫୋରଣ କରି ଉଡାଇ ଦେଇଥିଲେ। ଏହା ମାଓବାଦୀଙ୍କ ଯୋଜନା ହୋଇଥାଇପାରେ ସନ୍ଦେହ କରି ଏପରି ବିସ୍ଫୋରଣ କରିଥିବା ଜଣାପଡିଛି।

ଆହୁରି ପଢ଼ନ୍ତୁ

ଏଠି ଏକ ସମ୍ବେଦନହୀନ ସରକାର ଚାଲିଛି- ଧର୍ମେନ୍ଦ୍ର

୪ ଦିନ ପରେ ଓଡ଼ିଶାରୁ ବିଦାୟ ନେବ ମୌସୁମୀ !

ରାଜଧାନୀରେ ଠାବ ହେଲା ନକଲି ୱାଟର ବଟ୍‌ଲିଂ କାରଖାନା

କୋଟିଏ ଟଙ୍କାରୁ ଅଧିକ ମୂଲ୍ୟର ଗଞ୍ଜେଇ ଜବତ

ପଶ୍ଚିମବଙ୍ଗ ଓ ବାଂଲାଦେଶ ମୁହାଁଉଛି ବଙ୍ଗୋପସାଗରରେ ସୃଷ୍ଟ ଡିପ୍ରେସନ୍‌

ମାତ୍ର ୬ ମିନିଟ୍‌ରେ ନୟାପଲ୍ଲୀରୁ ଏୟାରପୋର୍ଟ ପହଞ୍ଚିଲା ଆମ୍ବୁଲାନ୍ସ

ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀଙ୍କ ଡ୍ରୟର୍‌ରୁ ମିଳିଲା ଲକ୍ଷାଧିକ ଟଙ୍କା

ଦିନକରେ ଆଖି ବୁଜିଲେ ୧୮ କରୋନା ରୋଗୀ

ଓଡ଼ିଶାରେ ତଳ ମୁହାଁ କରୋନା ଗ୍ରାଫ୍‌, ଦିନକରେ ୧,୭୯୩ ପଜିଟିଭ୍‌ ଚିହ୍ନଟ

ମାଟ୍ରିକ୍‌ ସପ୍ଲିମେଣ୍ଟାରୀରେ ତ୍ରୁଟିପୂର୍ଣ୍ଣ ମୂଲ୍ୟାୟନ: ୩୦ ମାର୍କରୁ ମିଳିଲା ୪୨

ଜାହାଜରୁ ଖସି ପଡ଼ିଲେ ୩ ନାବିକ

ଆଜି ପବିତ୍ର ମହା ସପ୍ତମୀ; ଖାଁ ଖାଁ ଲାଗୁଛି ପୂଜା ମଣ୍ଡପ

You might also like