ଅନୁଗୁଳ ସମଲ ବ୍ୟାରେଜ୍‌ରେ ବୁଡିଗଲା ଡଙ୍ଗା, ୨ନିଖୋଜ

ଅନୁଗୁଳ : ଅନୁଗୁଳ ସମଲ ବ୍ୟାରେଜ୍ ତଳମୁଣ୍ଡରେ ଅଘଟଣ। ଏକ ଠିକା ସଂସ୍ଥା ପକ୍ଷରୁ ସର୍ଭେ କାମ ଚାଲିଥିବା ବେଳେ ଡଙ୍ଗା ବୁଡ଼ି ୨ ଜଣ ନିଖୋଜ ହୋଇଯାଇଛନ୍ତି। ଅପରାହ୍ଣ ପ୍ରାୟ ୨ଟା ୩୦ ବେଳେ ବ୍ୟାରେଜରୁ ହଠାତ୍ ପ୍ରବଳ ବେଗରେ ପାଣି ଆସିଯିବାରୁ ଡଙ୍ଗାଟି ବୁଡ଼ି ଯାଇଥିଲା। ଡଙ୍ଗାରେ ମୋଟ ୫ଜଣ ସର୍ଭେ କାମ ପାଇଁ ଯାଇଥିଲେ। ସେମାନଙ୍କ ମଧ୍ୟରୁ ୩ଜଣ ଶ୍ରମିକ ପହଁରି ପହଁରି କୂଳରେ ପହଞ୍ଚିଥିବା ବେଳେ ସଂସ୍ଥାର ଜଣେ ଅପରେଟର୍ ଓ ଜଣେ ଯନ୍ତ୍ରୀ ଏବେବି ନିଖୋଜ ଅଛନ୍ତି। ସେମାନେ ହେଲେ ପରଜଙ୍ଗର ଅଶୋକ ଆଇଚ ଓ ବ୍ରହ୍ମପୁରର ରମେଶ ଶତପଥୀ।

ଅଗ୍ନିଶମ କର୍ମଚାରୀ ସେମାନଙ୍କୁ ଖୋଜୁଥିବା ବେଳେ ସମଲ ଥାନା ଅଧିକାରୀ ମଧ୍ୟ ସେଠାରେ ଉପସ୍ଥିତ ଅଛନ୍ତି। ତେବେ ସେଠାରେ କେଉଁ ପ୍ରକଳ୍ପ ପାଇଁ ସର୍ଭେ ଚାଲିଥିଲା ତାହା ସ୍ପଷ୍ଟହୋଇନାହିଁ ।

ଆହୁରି ପଢ଼ନ୍ତୁ

ଓଡ଼ିଶାରେ କରୋନା ସ୍ଥିତି: ଦିନକରେ ୧,୬୧୭ ପଜିଟିଭ୍‌ ଚିହ୍ନଟ

ନକଲି ସୁନା ଇଟା ଦେଇ ବ୍ୟବସାୟୀଙ୍କଠୁ ଲୁଟିନେଲେ ୫ ଲକ୍ଷ

ଘୁଞ୍ଚିଲା ଓଡ଼ିଶା ସିଭିଲ୍‌ ସର୍ଭିସ-୨୦୧୯ର ମୁଖ୍ୟ ଲିଖିତ ପରୀକ୍ଷା

ମାମୁଙ୍କୁ ହତ୍ୟା କରି ପୋଖରୀରେ ଫିଙ୍ଗି ଦେଲେ ଭଣଜା

କୂଅ ଭିତରୁ ମିଳିଲା ନିଖୋଜ ମା’ ଓ ପୁଅଙ୍କ ମୃତଦେହ

କେବେ ଖୋଲିବ ମନ୍ଦିର? ଦ୍ୱିତୀୟ ଥର ପାଇଁ ଘଣ୍ଟ ପିଟିଲେ ସେବାୟତ

୧୫ ହଜାର ଟଙ୍କାରେ ବିକ୍ରି ହେଲା ମାସେ ୭ ଦିନର ଶିଶୁକନ୍ୟା

ଖୋଲା ଜିପ୍‌ରେ ବସି ପ୍ରଚାର କଲେ ବେଣୁଧର

ଉପନିର୍ବାଚନ ସମୀକ୍ଷା କଲେ ମୁଖ୍ୟ ନିର୍ବାଚନ ଅଧିକାରୀ

ମଇଦାନକୁ ନଯାଇ ପ୍ରଚାର କଲେ ନବୀନ

ରାଜ୍ୟରେ ଆରୋଗ୍ୟ ସଂଖ୍ୟା ୨ ଲକ୍ଷ ୭୦, ୧୩୦କୁ ବୃଦ୍ଧି

ମୁଖ୍ୟମନ୍ତ୍ରୀଙ୍କୁ  ନିରଞ୍ଜନଙ୍କ ପ୍ରଶ୍ନ; ନିଜେ ସୁରକ୍ଷିତ ରହି ଲୋକଙ୍କୁ କାହିଁକି ବିପଦକୁ ଠେଲୁଛ ?

You might also like