BMCର ତତ୍ପରତା, ହେଲ୍ପ ଲାଇନ୍ ନମ୍ବର ଜାରି
ଭୁବନେଶ୍ୱର: ପ୍ରବଳ ବର୍ଷାରେ ରାଜଧାନୀ ଜଳାର୍ଣ୍ଣବ ହେବା ପରେ BMC ହେଲ୍ପ ଲାଇନ୍ ନମ୍ବର ଜାରି କରିଛି I BMCର ଟୋଲ ଫ୍ରି ନମ୍ବର- 18003450061
ଜରୁରୀ କଣ୍ଟ୍ରୋଲ ରୁମ୍ ନମ୍ବର-: 0674-2432281
ଜଳପ୍ଲାଵିତ ଅଂଚଳର ଲୋକେ ସହାୟତା ପାଇଁ ଏହି ନମ୍ବରରେ ଯୋଗାଯୋଗ କରିବାକୁ କୁହାଯାଇଛି I