ବନାବିରା ଆକ୍ରମଣ ଘଟଣା : ଜୟନାରାୟଣ ମିଶ୍ରଙ୍କ ଗିରଫଦାରୀକୁ ବିଜେପିର ପ୍ରତିବାଦ
ସମ୍ବଲପୁର: ବନାବିରା ଆକ୍ରମଣ ଘଟଣାରେ ବିଜେପି ନେତା ଜୟନାରାୟଣ ମିଶ୍ରଙ୍କ ଗିରଫଦାରୀକୁ ବିଜେପିର ପ୍ରତିବାଦ। ସମ୍ବଲପୁରରେ ବିକ୍ଷୋଭ ପ୍ରଦର୍ଶନ ସହ ଉତ୍ତରାଞ୍ଚଳ ପୋଲିସ ଆଇଜିଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଛନ୍ତି ବିଜେପି ନେତା ଓ କର୍ମୀ।
ରାଜନୈତିକ ଉଦ୍ଦେଶ୍ୟ ରଖି ଜୟନାରାୟଣଙ୍କୁ ଗିରଫ କରାଯାଇଥିବା ଅଭିଯୋଗ କରିବା ସହ ଆକ୍ରମଣ ଘଟଣାର ସିବିଆଇ ତଦନ୍ତ ପାଇଁ ଦଳ ଦାବି କରିଛି। ଏହି ବିକ୍ଷୋଭରେ କୁଚିଣ୍ଡା ବିଧାୟକଙ୍କ ସମେତ ବହୁ ନେତା ଓ ଶହ ଶହ କର୍ମୀ ଯୋଗ ଦେଇଛନ୍ତି।
ଦେଖନ୍ତୁ ଏହି ଭିଡ଼ିଓ-