ବିଜେପି-ବିଜେପି ପିଟାପିଟି

ନୟାଗଡ଼ : ନୟାଗଡ଼ରେ ଜିଲ୍ଲା ବିଜେପିର ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ପିଟାପିଟି।  ଗୋଟିଏ ଗୋଷ୍ଠୀର ସଦସ୍ୟ ବୈଠକର ଆୟୋଜନ କରିଥିବାବେଳେ ଅନ୍ୟ ଗୋଷ୍ଠୀ ଏହାର ବିରୋଧ କରିବାରୁ ହାତାହାତି ହୋଇଥିଲେ।

ଦୁଇ ଗୋଷ୍ଠୀର କର୍ମୀ ସଭା ଚାଲିଥିବାବେଳେ ଦୁଇ ଗୋଷ୍ଠୀର କର୍ମୀ ପରସ୍ପର ମଧ୍ୟରେ ପିଟାପିଟି ହୋଇଥିଲେ।  ଉଭୟ ପକ୍ଷର କର୍ମୀଙ୍କ ମଧ୍ୟରେ ଗଣ୍ଡଗୋଳରେ ୨ ଜଣ କର୍ମୀ ଆହତ ହୋଇଥିବା ସୂଚନା ମିଳିଛି।

 

You might also like