ଭୁବନେଶ୍ୱର:  ବିଜେପୁରରେ ବିଜେଡି ଭୋଟ କିଣି ଜିତିଛି ବୋଲି ଅଭିଯୋଗ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ। ବିଜେପୁର ବିଜୟ ଜିଣା ନୁହେଁ ବରଂ କିଣାଯାଇଛି ବୋଲି କହିଛନ୍ତି ଜୁଏଲ।

ଜୁଏଲଙ୍କ ଜବାବରେ କୃଷିମନ୍ତ୍ରୀ କହିଛନ୍ତି, ଆମେ ୫୦୦ ଦେଲେ ବିଜେପି ୨ ହଜାର ଟଙ୍କା ଦେଇଛି। ବିଜେଡିକୁ SBI ଓ ବିଜେପିକୁ RBI ସହ ତୁଳନା କରି ମହାରଥୀ ଏହା କହିଛନ୍ତି।

ତେବେ ଦଳ ଭୋଟରଙ୍କୁ କଣ ୫୦୦ ଟଙ୍କା ଦେଇଛି ବୋଲି ପ୍ରଶ୍ନ ପରେ ମହାରଥୀ କହିଥିଲେ କଥା ଛଳରେ ସେ ଏପରି କହିଦେଲେ ବିଜେଡି କିନ୍ତୁ ମହାରଥୀ କଥାକୁ ଗ୍ରହଣ କରିନି।

Other Stories