‘ଉଜ୍ଜ୍ୱଳା ଯୋଜନା’ନେଇ ବିଜେପିକୁ ଟାର୍ଗେଟ କଲା ବିଜେଡି

ଭୁବନେଶ୍ୱର : ବିଜେପିକୁ ବିଜେଡିର ଟାର୍ଗେଟ୍। କେନ୍ଦ୍ର ସରକାରଙ୍କ ‘ଉଜ୍ଜ୍ୱଳା ଯୋଜନା’ ନେଇ ବିଜେପିକୁ ଟାର୍ଗେଟ କରିଛି ବିଜେଡି। ଉଜ୍ଜ୍ୱଳା ଗ୍ୟାସ୍ ଯୋଜନାର ସଫଳତାକୁ ନେଇ ପ୍ରଶ୍ନ ଉଠାଇଛି ଦଳ। ଦେଶରେ ୫ କୋଟି ସଂଯୋଗ ନେଇ ପ୍ରଶ୍ନ ଉଠାଇଛନ୍ତି ବିଜେଡି ମୁଖପାତ୍ର ପ୍ରତାପ ଦେବ।

ସେ କହିଛନ୍ତି ଲୋକେ ଗ୍ୟାସ୍ ପାଉନାହାନ୍ତି, ଏହା ସଫଳ ଯୋଜନା ନୁହେଁ କେବଳ କନେକ୍ସନ ଦିଅାଯାଇଛି, ଲୋକେ ରିଫିଲିଂ କରୁନାହାନ୍ତି। ଥରେ ଗ୍ୟାସ୍ ସରିଗଲେ, ଲୋକେ ଅାଉ ସିଲିଣ୍ଡର ନେଉନାହାନ୍ତି।

ହିତାଧିକାରୀ ଚୟନରେ ଅନିୟମିତତା ଅଭିଯୋଗ କଲେ ପ୍ରତାପ ଦେବ ।

You might also like