ବରଗଡ ଜିଲ୍ଲାରେ ସବୁ ବ୍ୟାଙ୍କ ଫାଟକରେ ତାଲା ପକାଇଲେ ଚାଷୀ

ବରଗଡ଼ : ଫସଲ ବୀମା ଟଙ୍କା ପ୍ରଦାନରେ ବିଳମ୍ବର ପ୍ରତିବାଦରେ ବରଗଡ଼ରେ କୃଷକ ସଂଗଠନର ତାଲା ବନ୍ଦ ଆନ୍ଦୋଳନ। କ୍ଷତି ଚାଷର ବୀମା ଅର୍ଥ ପ୍ରଦାନ ନିମନ୍ତେ ବାରମ୍ବାର ଦାବି ସତ୍ୱେ କୌଣସି ସୁଫଳ ନ ମିଳିବାରୁ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ପ୍ରତିବାଦରେ ଆଜି ବରଗଡ଼ ଜିଲ୍ଲା କୃଷକ ସମନ୍ୱୟ ସମିତି ପକ୍ଷରୁ ବରଗଡ଼ ଷ୍ଟେଟବ୍ୟାଙ୍କ, ସମ୍ବଲପୁର ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ ସମେତ ଅନ୍ୟାନ୍ୟ ବ୍ୟାଙ୍କ ଗୁଡ଼ିକର ମୁଖ୍ୟ ଫାଟକରେ ତାଲା ପକାଇ ଦିଆଯାଇଥିଲା।

ଫଳରେ ବ୍ୟାଙ୍କ କାର୍ଯ୍ୟକ୍ରମ ଠପ୍‌ ହୋଇଯାଇଛି। ରାଷ୍ଟ୍ରୀୟ ବୀମା ଯୋଜନାରେ ବରଗଡ଼ ଜିଲ୍ଲାର ଚାଷୀମାନେ ସମବାୟ ସଂସ୍ଥା ତଥା ବ୍ୟାଙ୍କ ମାନଙ୍କରେ ପ୍ରିମିୟମ ପୈଠ କରି ଆସୁଛନ୍ତି। ତେବେ ୨୦୧୭ରେ ବ୍ୟାପକ ଫସଲ କ୍ଷତି ହେବା ପରେ ବୀମା ଟଙ୍କା ପାଇଁ ଆବେଦନ କରିଥିଲେ ଚାଷୀ। ହେଲେ ବିଭିନ୍ନ ଆଳ ଦେଖାଇ ବୀମା ଅର୍ଥ ଦିଆଯାଉନଥିବା ଅଭିଯୋଗ ହୋଇଛି। ବୀମା ଟଙ୍କା ଦିଆନଯିବା ପର୍ଯ୍ୟନ୍ତ ତାଲା ବନ୍ଦ ଆନ୍ଦୋଳନ ଜାରି ରହିବ ବୋଲି ସଂଗଠନ ପକ୍ଷରୁ କୁହାଯାଇଛି।

ଆହୁରି ପଢ଼ନ୍ତୁ

‘ମୃତକଙ୍କ ହେବନି କୋଭିଡ୍-୧୯‌ ଟେଷ୍ଟ୍‌’

OJEE 2020: ଆଜି ଅନ୍‌ଲାଇନ୍‌ ଆବେଦନର ଶେଷ ତାରିଖ

ଗୁପ୍‌ଚୁପ୍ ଖାଉଥିବା ବେଳେ ତଣ୍ଟିରେ ଲାଗିଗଲା ଗୁପ୍‌ଚୁପ୍, ଚାଲିଗଲା ଜୀବନ

ବଦଳିବ ଭୁବନେଶ୍ୱର ମାନଚିତ୍ରର ରୂପରେଖ, ୩ଟି ଜୋନକୁ ନେଇ ହେବ ଐତିହ୍ୟ ଜିଲ୍ଲା

ଭୁବନେଶ୍ୱର ନାବାଳିକା ନିର୍ଯାତନା ଅଭିଯୋଗ ମାମଲାରେ ବାଟବଣା ହେଉଛି କି ତଦନ୍ତ?

ରାଜ୍ୟର ସବୁ କୋଭିଡ୍‌ ହସ୍ପିଟାଲରେ ହେଲ୍‌ପ ଡେସ୍କ ବାଧ୍ୟତାମୂଳକ

ଦିନକରେ ୩୮୩୪ କରୋନା ଆକ୍ରାନ୍ତ ହେଲେ ସୁସ୍ଥ

କରୋନା ଆକ୍ରାନ୍ତ ଗର୍ଭବତୀ କେମିତି ନେବେ ଯତ୍ନ? ପରାମର୍ଶ ଦେଲେ ବିଶେଷଜ୍ଞ

ନିଜ କର୍ମଚାରୀଙ୍କୁ ଚିହ୍ନଟ କରିପାରୁନି କି ପୋଲିସ?

ପୁଣିଥରେ ମହିଳା କମିଶନଙ୍କ ନିକଟରେ ହାଜର ହେବା ପାଇଁ ଓଟିଭି ଏମଡିଙ୍କୁ ସମନ

ଭୁବନେଶ୍ୱରରେ କମୁଛି ଆକ୍ରାନ୍ତଙ୍କ ସଂଖ୍ୟା, ଆଜି ୩୪୫ ପଜିଟିଭ୍ ଚିହ୍ନଟ

ଏଥର କେମିତି ବସିବ ବିଧାନସଭାର ମୌସୁମୀ ଅଧିବେଶନ, ଜାଣନ୍ତୁ

You might also like