ରେଳ ଷ୍ଟେସନରେ ବିସ୍ଫୋରକ ସାମଗ୍ରୀ
ଝାରସୁଗୁଡ଼ା : ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ରେଳ ଷ୍ଟେସନରେ ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି। ହାୱଡ଼ା-ପୁଣେ ଆଜାଦ୍ହିନ୍ଦ ଏକ୍ସପ୍ରେସ୍ରୁ ୮ଟି ଡିନାମାଇଟ୍ ଜବତ କରାଯାଇଛି। ସନ୍ଦେହରେ ଜିଆର୍ପି ଏକ ବ୍ୟାଗକୁ ଜବତ କରିବା ପରେ ବିସ୍ଫୋରକ ସାମଗ୍ରୀ ଥିବା ଜଣାପଡ଼ିଥିଲା।
ଆହୁରି ପଢ଼ନ୍ତୁ
ତେବେ କିଏ ଏବଂ କେଉଁଠୁ ଏହି ସାମଗ୍ରୀକୁ ଆଣୁଥିଲା, ସେନେଇ ଖୋଳତାଡ଼ ଜାରି ରହିଛି।