ଧୂମପାନ କରୁଥିଲେ ସାବଧାନ ! ଏହା ଦ୍ୱାରା ଆୟୁଷ କମିଯାଏ

ଧୂମପାନର ଭୟାବହତା ଏବେ କବଳିତ କରିଛି ସାରା ବିଶ୍ୱକୁ। ଏହାର କୁପ୍ରଭାବରେ ଅନେକ ରୋଗର ଶିକାର ହେଉଛନ୍ତି ଲୋକେ। ବିଭିନ୍ନ ସଂଗଠନ ଓ ସରକାରୀ ସ୍ତରରେ ଅନେକ ସଚେତନ କରାଗଲେ ବି ଏହା ଫଳଶୂନ୍ୟ ବୋଲି ମନେହୁଏ। ଆଜିର ଯୁବକ/ଯୁବତୀମାନେ ବେଶୀ ମାତ୍ରାରେ ଧୂମପାନ କରୁଥିବାର ଦେଖିବାକୁ ମିଳୁଛି।

ବିଶେଷଜ୍ଞଙ୍କ ରିପୋର୍ଟ ଆନୁସାରେ, ଧୂମପାନ ଦ୍ୱାରା ମନୁଷ୍ୟର ଆୟୁ ଦଶରୁ ପନ୍ଦର ବର୍ଷ କମିଯାଏ। ଏହା ଦ୍ୱାରା ରକ୍ତ କର୍କଟ, ଯକୃତ୍‌ କର୍କଟ, ବୃହଦନ୍ତ୍ର କର୍କଟ ଓ ପିତ୍ତକୋଷ କର୍କଟ ରୋଗୀ ସଂଖ୍ୟା ବଢ଼ୁଛି। ଧୂମପାନ ଦ୍ୱାରା ନାନା ବିଷାକ୍ତ ରାସାୟନିକ ଶରୀରକୁ ପ୍ରବେଶ କରି ବିଭିନ୍ନ ଅଙ୍ଗକୁ ଆକ୍ରାନ୍ତ କରନ୍ତି। ରକ୍ତରେ କୋଲେଷ୍ଟେରୋଲ୍‌, ଫିବ୍ରିନୋଜେନ୍‌ ବଢ଼ି ହୃଦ୍‌ଘାତ ହୁଏ। ଏହା ଦ୍ୱାରା ଖାଦ୍ୟନଳି ଓ ପେଟରେ ମଧ୍ୟ ଘା’ ହୁଏ।

smokingଧୂମପାନ ଯୋଗୁଁ ମୁଖଗହ୍ଵର, ହୃତ୍‌ପିଣ୍ଡ, ଯକୃତ୍‌, ଫୁସ୍‌ଫୁସ୍‌, ଅଗ୍ନ୍ୟାଶୟ ଓ ଖାଦ୍ୟନଳି ଇତ୍ୟାଦି ରୋଗାକ୍ରାନ୍ତ ହୁଏ। ଉଚ୍ଚ ରକ୍ତ ଚାପ, ହୃଦ୍‌ଘାତ, ପକ୍ଷାଘାତ, ଫୁସ୍‌ଫୁସ୍‌ କର୍କଟ, ବୃକକ୍, କର୍କଟ, ଖାଦ୍ୟନଳି କର୍କଟ, ସ୍ୱରନଳି କର୍କଟ ଓ ଅଗ୍ନ୍ୟାଶୟ କର୍କଟ ଆଦି ହୋଇଥାଏ।

 

 

ଆହୁରି ପଢ଼ନ୍ତୁ

ସ୍ୱାଧୀନତା ଦିବସରେ ଘରେ ରହି ପ୍ରସ୍ତୁତ କରନ୍ତୁ ଟେଷ୍ଟି ‘ତ୍ରିରଙ୍ଗା ହାଲୱା’ | Tiranga Halwa Recipe

ଜାଣନ୍ତି, ଅତ୍ୟଧିକ ଲୁଣ ସେବନ ଶରୀର ପାଇଁ କେତେ ମାରାତ୍ମକ ?

ଧଳା କେଶରୁ ରକ୍ଷା ପାଇବାକୁ ଚାହୁଁଛନ୍ତି କି? ଆପଣାନ୍ତୁ ଏହି ଘରୋଇ ଉପାୟ

ଲକ୍‌ଡାଉନ୍‌ ସମୟରେ ଘରେ ପ୍ରସ୍ତୁତ କରନ୍ତୁ ଦହି ଚିଙ୍ଗୁଡ଼ି | Dahi Chingudi Tarkari

ଖଣ୍ଡିଆ ଭଲ ହେଲା ପରେ ଦାଗ ରହିଯାଇଛି କି ? ଘରୋଇ ଉପଚାର ମାଧ୍ୟମରେ ଲିଭାନ୍ତୁ ଦାଗ

ଏକାସଙ୍ଗେ ଭାତ ଓ ରୁଟି ଖାଇବା ଭଲ ନା ଖରାପ ? ଜାଣନ୍ତୁ…

ଏସିଡିଟିରୁ କେମିତି ପାଇବେ ମୁକ୍ତି ? ଜାଣନ୍ତୁ ସହଜ ଉପାୟ

ଆଣ୍ଠୁ ଗଣ୍ଠି ବିନ୍ଧା ହେଉଛି କି ? ଆପଣାନ୍ତୁ ଏହି ସବୁ ଘରୋଇ ଉପଚାର

ସୂର୍ଯ୍ୟପରାଗରେ କ’ଣ କରିବା ଉଚିତ୍‌ ? ଜାଣନ୍ତୁ କିଛି ଟିପ୍ସ

ଶିଶୁର ବିକାଶ ପାଇଁ ଗର୍ଭାବସ୍ଥାରେ କରନ୍ତୁ ଏହି ପ୍ରାଣାୟାମ

କରୋନା ସମୟରେ କିପରି ନେବେ ଆଖିର ଯତ୍ନ ? ଜାଣନ୍ତୁ…

୧୫ ମିନିଟର ଏହି ଆସନ ଅନେକ ସମସ୍ୟାରୁ ଦେବ ମୁକ୍ତି

You might also like