ରାଉରକେଲାରେ ATM ଖାଲି, ଏଟିଏମ୍‌ରେ ଟଙ୍କା ନଥିବା ଅଭିଯୋଗ

ରାଉରକେଲା: ରାଉରକେଲାରେ ATM ଖାଲି। ସହରରେ କୌଣସି ଏଟିଏମ୍‌ରେ ଟଙ୍କା ନଥିବା ଅଭିଯୋଗ ହୋଇଛି।

ଏଟିଏମ୍‌ରେ ଟଙ୍କା ନ ଥିବାରୁ ଆଜି OJEE ପରୀକ୍ଷା ଏବଂ ଅନ୍ୟାନ୍ୟ ପରୀକ୍ଷା ଦେବାକୁ ଆସିଥିବା ପିଲାମାନେ ବହୁ ଅସୁଥିବାର ସମ୍ମୁଖୀନ ହେଉଛନ୍ତି।

ସ୍ଥାନୀୟ ଲୋକମାନେ ମଧ୍ୟ ଏଟିଏମ୍‌କୁ ଆସି ଫେରିଯାଉଥିବା ଦେଖିବାକୁ ମିଳିଛି।

You might also like