ଠୁମକା ଲଗାଇଲେ ଅନୀଲ କପୁର 

ମୁମ୍ବାଇ: ଆଜି ଅନୀଲ ତନୟା ସୋନମଙ୍କ ବାହାଘର। ସେହି ଖୁସିରେ ପୂରା ମସଗୁଲ ଅଛନ୍ତି ଅନୀଲ କପୁର। ସୋମବାର ରାତିରେ ଥିଲା ସୋନମଙ୍କ ମେହେନ୍ଦି ଉତ୍ସବ। ଏଥିରେ ବଲିଉଡର ବହୁ ନାମୀଦାମୀ ସେଲିବ୍ରିଟି ଯୋଗ ଦେଇଥିଲେ।

ସୋସିଆଲ ମିଡିଆରେ ଏହି ସବୁ ଉତ୍ସବର ଫଟୋ ଓ ଭିଡିଓ ଭାଇରାଲ ହୋଇଛି। ସେଥିରେ ସବୁଠୁ ଚର୍ଚ୍ଚିତ ରହିଛି ଅନୀଲଙ୍କ ଭାଙ୍ଗଡ଼ା ଡ୍ୟାନ୍ସ।

ବଲିଉଡ୍ କୁଇନ୍ ଶିଳ୍ପା ସେଟ୍ଟୀ, ଫିଲ୍ମ ନିର୍ଦ୍ଦେଶକ କରନ୍ ଜୋହର ଓ ଅନ୍ୟମାନଙ୍କ ସହ ଅନୀଲ କପୁର ଖୁବ୍ ମସ୍ତିର ସହ ଠୁମକା ଲଗାଇଛନ୍ତି।

ଆହୁରି ପଢ଼ନ୍ତୁ

ଆଡ଼ ଆଖିରେ ଚାହିଁଲେନି ଭାଇବନ୍ଧୁ, ରାସ୍ତା ଉପରେ ଶୁଆଇ ସହାୟତା ଦାବି କଲେ ଗାଁଲୋକ

ମହଙ୍ଗା ପଡ଼ିଲା କୋଭିଡ୍‌ ନିୟମ ନ ମାନି ବର୍ଥ ଡେ’ ସେଲିବ୍ରେସନ୍‌, ସିଲ୍‌ ହେଲା ବାର୍‌

ମା’,ପୁଅଙ୍କ ଦାଦାଗିରି: ଦୋକାନ ଭିତରେ ପଶି ଭାଙ୍ଗିଲେ ଫୋନ୍‌, ଲାପ୍‌ଟପ୍‌; CCTVରେ କଏଦ ହେଲା ଲାଇଭ୍ ଭିଜୁଆଲ୍‌‌

ପିଠି କୁଣ୍ଡାଉଛି ଜେସିବି, ଭିଡିଓ ଭାଇରାଲ

ବିରିୟାନି ପାଇଁ ଦେଢ଼ କିଲୋମିଟର ଯାଏ ଲମ୍ବା ଲାଇନ୍‌, ଭିଡିଓ ଭାଇରାଲ

ହୁତ୍ ହୁତ୍ ହୋଇ ଜଳିଗଲା ପିଚୁ ଫ୍ୟାକ୍ଟ୍ରି

୨ ବର୍ଷ ତଳେ ନିଖୋଜ ଥିଲେ ମହିଳା, ଜୀବିତ ଅବସ୍ଥାରେ ସମୁଦ୍ରରୁ ଉଦ୍ଧାର ହେଲେ

ନଦୀରେ ପୋଲ ବ୍ୟବସ୍ଥା ନ କରି ବିକଳ୍ପ ହଟାଇ ଦେଲା ପ୍ରଶାସନ, ତାତିଲେ ଲୋକେ

ମହଙ୍ଗା ପଡ଼ିଲା କ୍ଷମତାର ଅପବ୍ୟବହାର: ଆଦିବାସୀଙ୍କ ଘର ଭାଙ୍ଗିଥିବା ମହିଳା ସରପଞ୍ଚ ନିଲମ୍ବିତ

ନା ଥିଲା ମାସ୍କ ନା ଥିଲା ସାମାଜିକ ଦୂରତା: କରୋନା କଟକଣାକୁ ଫୁ’ କରି ଧୁମ୍‌ଧାମ୍‌ରେ ଚାଲିଥିଲା ବିଶ୍ୱକର୍ମା ଭସାଣ

ନିଜ ଜୀବନକୁ ବାଜିରେ ଲଗାଇ ପାଣି ଭିତରେ ପଶି କୁକୁରର ଜୀବନ ରକ୍ଷା କଲେ ହୋମଗାର୍ଡ

ସକାଳ ୭ଟା ବେଳର ମୁଖ୍ୟଖବର

You might also like