ଠୁମକା ଲଗାଇଲେ ଅନୀଲ କପୁର
ମୁମ୍ବାଇ: ଆଜି ଅନୀଲ ତନୟା ସୋନମଙ୍କ ବାହାଘର। ସେହି ଖୁସିରେ ପୂରା ମସଗୁଲ ଅଛନ୍ତି ଅନୀଲ କପୁର। ସୋମବାର ରାତିରେ ଥିଲା ସୋନମଙ୍କ ମେହେନ୍ଦି ଉତ୍ସବ। ଏଥିରେ ବଲିଉଡର ବହୁ ନାମୀଦାମୀ ସେଲିବ୍ରିଟି ଯୋଗ ଦେଇଥିଲେ।
ସୋସିଆଲ ମିଡିଆରେ ଏହି ସବୁ ଉତ୍ସବର ଫଟୋ ଓ ଭିଡିଓ ଭାଇରାଲ ହୋଇଛି। ସେଥିରେ ସବୁଠୁ ଚର୍ଚ୍ଚିତ ରହିଛି ଅନୀଲଙ୍କ ଭାଙ୍ଗଡ଼ା ଡ୍ୟାନ୍ସ।
ଆହୁରି ପଢ଼ନ୍ତୁ
ବଲିଉଡ୍ କୁଇନ୍ ଶିଳ୍ପା ସେଟ୍ଟୀ, ଫିଲ୍ମ ନିର୍ଦ୍ଦେଶକ କରନ୍ ଜୋହର ଓ ଅନ୍ୟମାନଙ୍କ ସହ ଅନୀଲ କପୁର ଖୁବ୍ ମସ୍ତିର ସହ ଠୁମକା ଲଗାଇଛନ୍ତି।