ଅଭିନେତା ପପୁ ପମ୍ପମ୍ଙ୍କୁ ଫୋନ୍ରେ ଧମକ
ଭୁବନେଶ୍ୱର : ଖଣ୍ଡଗିରି ଥାନାରେ ଅଭିନେତା ପପୁ ପମ୍ପମ୍ଙ୍କ ଅଭିଯୋଗ। ଟେଲିଫୋନ ଯୋଗେ ଜଣେ ଲୋକ ତାଙ୍କୁ ଧମକ ଦେଉଥିବା ପପୁ ଆଜି ଥାନାକୁ ଯାଇ ଲିଖିତ ଭାବେ ଅଭିଯୋଗ କରିଛନ୍ତି। ଭୁବନେଶ୍ୱରର ଏକ ଜାଗାକୁ ନେଇ ଟେଲିଫୋନରେ ତାଙ୍କୁ ଧମକ ଆସୁଥିବା ସେ କହିଛନ୍ତି।