ୟୁକାଲିପଟାସ ଜଙ୍ଗଲକୁ ପଶି ଆସିଛନ୍ତି ହାତୀପଲ

କେନ୍ଦୁଝର: କେନ୍ଦୁଝରରରେ ହାତୀ ଆତଙ୍କ। ପାଟଣା ରେଞ୍ଜ୍ ଚେମଣା ଗାଁ ପାଖରେ ଥିବା ଜଙ୍ଗଲକୁ ପଶି ଆସିଛନ୍ତି ହାତୀ ପଲ। ସ୍ଥାନୀୟ ୟୁକାଲିପଟାସ୍‌ ଜଙ୍ଗଲକୁ ଏହି ହାତୀ ପଲ ପଶି ଆସିଛନ୍ତି। ଏହି ପଲରେ ପ୍ରାୟ ୨୦ରୁ ଅଧିକ ହାତୀ ଥିବା ଜଣାପଡ଼ିଛି।

ମୟୂରଭଞ୍ଜରୁ ବୈତରଣୀ ନଦୀ ପାର୍‌ ହୋଇ ଗତକାଲି ରାତିରେ ଏହି ହାତୀପଲ ଆସିଥିବା ଜଣାପଡିଛି। ହାତୀ ବର୍ତ୍ତମାନ ଜଙ୍ଗଲରେ ରହିଛନ୍ତି।  ହାତୀପଲକୁ ଦେଖି ଶହ ଶହ ସଂଖ୍ୟାରେ ଲୋକଙ୍କ ଭିଡ ମଧ୍ୟ ଜମୁଛି। ଏପରିକି  ଲୋକମାନେ ହାତୀକୁ ଘଉଡାଉଥିବା ଦେଖିବାକୁ ମିଳିଛି।

ସେପଟେ ହାତୀ ଘଉଡାଇବାକୁ ଅଧିକ ସଂଖ୍ୟକ କର୍ମଚାରୀ ଯୋଗାଇବାକୁ ଉପରିସ୍ଥ ଅଧିକାରୀଙ୍କୁ ଜଣାଇଛନ୍ତି ସ୍ଥାନୀୟ ବନଅଧିକାରୀ। ହାତୀ ରହିଥିବା ଜଙ୍ଗଲ ନିକଟରେ ଜନବସତି ଥିବାରୁ ଲୋକଙ୍କ ପାଇଁ ବିପଦ ବଢିବା ମଧ୍ୟ ସମ୍ଭାବନା ରହିଛି।

ଆହୁରି ପଢ଼ନ୍ତୁ

ସହକାରୀ ଜିଲ୍ଲାପାଳଙ୍କୁ ମାଡ଼ ମାରି ପରିବାର ସହ ଗିରଫ ହେଲେ ଘର ମାଲିକ

ଦିନକରେ ୧୬ କରୋନା ରୋଗୀ ଆଖି ବୁଜିଲେ

୨୪ ଘଣ୍ଟାରେ ଚିହ୍ନଟ ହେଲେ ୪, ୩୫୬ କରୋନା ଆକ୍ରାନ୍ତ, ରେକର୍ଡ ଭାଙ୍ଗିଲା ଖୋର୍ଦ୍ଧା‌

ଜବତ ହେଲା ବିପୁଳ ନକଲି କରୋନା ଔଷଧ

ବିଧାନସଭାର ମୌସୁମୀ ଅଧିବେଶନ; ରବିବାର ବି ଚାଲିବ ଗୃହକାର୍ଯ୍ୟ

ବିଧାନସଭା ମୌସୁମୀ ଅଧିବେଶନ; କଭରେଜ କରୁଥିବା ଗଣମାଧ୍ୟମ ପ୍ରତିନିଧିଙ୍କର ହେବ କରୋନା ଟେଷ୍ଟ

ଓଡ଼ିଶୀ ସଂଗୀତକୁ ଶାସ୍ତ୍ରୀୟ ମାନ୍ୟତା ପାଇଁ ଚିଠି ଲେଖିଲେ ନବୀନ

ନାଳରେ ପଶିଗଲା ଚଳନ୍ତା କାର

ବନ୍ଦ ହୋଇଯିବ କି ରାଜଧାନୀର ଦୋକାନ?

ଦିନକରେ ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱରରୁ ୩୨୬ କରୋନା ପଜିଟିଭ ଚିହ୍ନଟ, ୨୫୬ ଲୋକାଲ କଣ୍ଟାକ୍ଟ

ଆମ୍ବୁଲାନ୍ସ ଧକ୍କାରେ ଚାଲିଗଲା ୩ ଜୀବନ

You might also like