ଛାତ୍ରଙ୍କୁ ରୋଷେୟାଙ୍କ ମାଡ଼ ଅଭିଯୋଗ

ରାଉରକେଲା : ରାଉରକେଲା ଛାତ୍ରଙ୍କୁ ରୋଷେୟାଙ୍କ ମାଡ଼ ଅଭିଯୋଗ। ରାଉରକେଲା ଉଦିତନଗର ହାଇସ୍କୁଲ ଛାତ୍ରବାସରେ ୫ଜଣ ଛାତ୍ରଙ୍କୁ ରୋଷେୟା ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଛାତ୍ରମାନେ ମୋବାଇଲ୍‌ରେ ଗେମ୍ ଖେଳୁଥିବାରୁ ରୋଷେୟା ତାଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି।

ଏନେଇ ଉଦିତନଗର ଥାନାରେ ରୋଷେୟା ନାଁରେ ଅଭିଭାବକମାନେ ଅଭିଯୋଗ କରିଛନ୍ତି।

You might also like