ଓଡ଼ିଶାରୁ ରେଜିଷ୍ଟ୍ରେସନ୍ କରିଛନ୍ତି ୪୪ ହଜାର ଛାତ୍ରଛାତ୍ରୀ

ଭୁବନେଶ୍ୱର: ଇଞ୍ଜିନିୟରିଂ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଆଜି ଜେଇଇ ମେନ୍ ଫାଇନାଲ୍ ପରୀକ୍ଷା ଅନୁଷ୍ଠିତ ହେବ।  ପ୍ରଥମ ପେପର୍‌ ପାଇଁ ସକାଳ ସାଢେ ୯ରୁ ସାଢେ ୧୨ଟା ପର୍ଯ୍ୟନ୍ତ ପରୀକ୍ଷା ହେବ।

ସେହିପରି ଦ୍ୱିତୀୟ ପେପର ପାଇଁ ଅପରାହ୍ନ ୨ଟାରୁ ୫ଟା ପର୍ଯ୍ୟନ୍ତ ପରୀକ୍ଷା ହେବ। ଉଭୟ ପରୀକ୍ଷା ପାଇଁ ଛାତ୍ରଛାତ୍ରୀମାନେ ଅଢେଇ ଘଣ୍ଟା ପୂର୍ବରୁ ନିଜନିଜ ପରୀକ୍ଷା କେନ୍ଦ୍ର ଭିତରକୁ ପ୍ରବେଶ କରିବେ।

ଜେଇଇ ମେନ୍‌ରେ ଓଡିଶାର ମୋଟ ୪୪ହଜାର ୪୮୮ଜଣ ରେଜିଷ୍ଟ୍ରେସନ କରିଛନ୍ତି। ସେଥିମଧ୍ୟରୁ ୩୬ ହଜାର ୪୯୯ ଜଣ ଅଫ୍‌ଲାଇନ୍‌ ଓ ୭ହଜାର ୯୮୯ଜଣ ଅନ୍‌ଲାଇନ୍‌ରେ ପରୀକ୍ଷା ଦେବେ। ପରୀକ୍ଷା କେନ୍ଦ୍ରକୁ ଛାତ୍ରଛାତ୍ରୀମାନେ ଆଡ଼ମିଟ୍‌ କାର୍ଡ ନେବା ବାଧ୍ୟତାମୂଳକ ରହିଛି।

ଏପ୍ରିଲ ୩୦ରେ ପ୍ରଥମ ସିଟିଂ ଓ ଏପ୍ରିଲ ୩୧ରେ ଦ୍ୱିତୀୟ ସିଟିଂର ରେଜଲ୍ଟ ବାହାରିବ।  ଏପ୍ରିଲ ୧୫ ଏବଂ ୧୬ ତାରିଖରେ ଅନଲାଇନ୍ ପରୀକ୍ଷା ହେବ।  ତେବେ ପରୀକ୍ଷା କେନ୍ଦ୍ରକୁ ଘଣ୍ଟା, କାଲ୍‌କୁଲେଟର୍‌, ମେଟାଲିକ୍ ଜୁଏଲାରୀ ପ୍ରଭୃତି ବାରଣ କରାଯାଇଛି। ତେବେ ଯେଉଁମାନେ ମଧୁମେହ ରୋଗୀ ସେମାନେ ସୁଗାର ଟାବ୍ଲେଟ୍‌, ଫଳ ଓ ପାଣି ନେଇପାରିବେ।

ଆହୁରି ପଢ଼ନ୍ତୁ

ଆଉ ୧୩୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ; ଏଥର ଏହି ଜିଲ୍ଲାରେ ସର୍ବାଧିକ

Puri Rath Yatra 2020: ଗଜପତି ମହାରାଜାଙ୍କ ଚିଠି ପରେ କାହିଁକି ମୁହଁ ଖୋଲୁ ନାହାନ୍ତି ମୁଖ୍ୟମନ୍ତ୍ରୀ ?

ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ପୁଲିସ୍ ବାବୁ

Puri Rath Yatra 2020:ଶ୍ରୀମନ୍ଦିର ଭିତରେ କେମିତି ହେବ ବିଧିରକ୍ଷା; ସନ୍ଧ୍ୟାରେ ନିଷ୍ପତ୍ତି

କରୋନା ଅପ୍‌ଡେଟ୍: ୨୪ ଘଣ୍ଟାରେ ଦେଶରେ ୩୩୪ ଜଣଙ୍କ ମୃତ୍ୟୁ

ଏଜି ପକ୍ଷ ରଖିଲେ ମୁଖା ଖୋଲିଯିବ ସେଥିପାଇଁ ହରିଶ୍ ସାଲ୍‌ଭେଙ୍କୁ ନିୟୋଜିତ କରାଯାଇଥିଲା କି ?

‘ଭାଙ୍ଗିଗଲା ୫୦୦ ବର୍ଷର ପରମ୍ପରା’

ଆଜି ୯୭ କରୋନା ଆକ୍ରାନ୍ତ ସୁସ୍ଥ

ରଥଯାତ୍ରା ବନ୍ଦ ନେଇ କ’ଣ କହିଲେ ଗଜପତି ମହାରାଜା ?

‘ମୁହଁ ନ ଖୋଲି ରଥଯାତ୍ରା ବନ୍ଦ କଲେ, ଜଗନ୍ନାଥ ସବୁ ଦେଖୁଛନ୍ତି’

ସୁପ୍ରିମକୋର୍ଟରେ ଝୁଲୁଛି ରଥଯାତ୍ରା ଭାଗ୍ୟ: ଆସନ୍ତାକାଲି ଶୁଣାଣି

ସହିଦ ଦୁଇ ଓଡ଼ିଆଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କାର ଅନୁକମ୍ପାରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

You might also like